ଏସ୍‌ଆଇ ପରୀକ୍ଷା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ

ଭୁବନେଶ୍ୱର: କ୍ରାଇମ୍ ବ୍ରାଂଚ ହାତରେ ମୁଲି ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ। ପୋଲିସ୍ ଏସ୍‌ଆଇ ଚାକିରି ଲାଗି ପରୀକ୍ଷା ପ୍ରସ୍ତୁତିବେଳେ ଘଟିଥିବା କେଳେଙ୍କାରୀର ମହାଘୋଟାଲା ଆଗକୁ ଖୋଲି ଖୋଲି ଚାଲିଚି। ଓଡ଼ିଶା ପୁଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ଘଟଣାରେ କ୍ରାଇମବ୍ରାଞ୍ଚ ଚାଞ୍ଚଲ୍ୟକର ତଥ୍ୟ ହାସଲ କରିଛି। ଏହି କେଳେଙ୍କାରୀରେ ସଂପୃକ୍ତ ଆହୁରି ୧୧୦ ଆଶାୟୀ ପ୍ରାର୍ଥୀ ଫେରାର ହୋଇଯାଇଛନ୍ତି। ଅପରାଧ ସିଣ୍ଡିକେଟର ମୁଖ୍ୟ ଶଙ୍କର ପୃଷ୍ଟିର ଖାସ୍ ସହଯୋଗୀ ବାଲେଶ୍ୱରର ଅରବିନ୍ଦ ଦାସ ପଶ୍ଚିମବଙ୍ଗର ମନ୍ଦାରମଣିରେ ଆଶାୟୀଙ୍କ ରହିବା… Continue reading ଏସ୍‌ଆଇ ପରୀକ୍ଷା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତରେ ଚାଞ୍ଚଲ୍ୟକର ତଥ୍ୟ

ଲଙ୍କାଗୁଣ୍ଡ ସହ ବୋମା ପକାଇ ଟଙ୍କା ଲୁଟିବା ଘଟଣା, ୫ ଜଣଙ୍କୁ ଗିରଫ

ଭବାନୀପାଟଣା, ୨୩/୦୪, ଉତ୍କଳ ବୁଲେଟିନ, (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲାଭବାନୀପାଟଣା ସହର ର ଜନ ଗହଳିପୂର୍ଣ୍ଣ ବାହାଦୁର ବଗିଚା ପଡ଼ାର ଜଣେ ବ୍ୟବସାୟୀ ଙ୍କ ଟଙ୍କା ନେଇ ନରେଶ ସାହୁ ନାମକ ଯୁବକ ବ୍ୟାଙ୍କରେ ଜମା କରିବା ପାଇଁ ଯିବା ବେଳେ ତିନିଜଣ ଦୁର୍ବୃତ୍ତ ଏକ ପଲସର୍ ବାଇକ୍ ରେ ଆସି ନରେଶ ସାହୁ ଉପରକୁ ପ୍ରଥମେ ଲଙ୍କା ଗୁଣ୍ଡ ପକାଇ ଥିଲେ ପରେ ସ୍କୁଟି ଉପରକୁ ଏକ ବୋମା ଫିଙ୍ଗିଥିଲେ ଫଳରେ ସ୍କୁଟି ର… Continue reading ଲଙ୍କାଗୁଣ୍ଡ ସହ ବୋମା ପକାଇ ଟଙ୍କା ଲୁଟିବା ଘଟଣା, ୫ ଜଣଙ୍କୁ ଗିରଫ

ବରିଷ୍ଠ ନାଗରିକଙ୍କୁ ଗୃହବନ୍ଦୀ କଲେ ଅଜଣା ଦୁବୃର୍ତ୍ତ

ରାତି ଅଧରେ ଏମିତି କାମକଲେ ଦୁର୍ବୃତ ପଥର ପକାଇ ବନ୍ଦ କରିଦେଲେ ଯିବା ଆସିବା ବାଟ ଗୃହବନ୍ଦୀ ହେଲେ ବରିଷ୍ଠ ନାଗରିକ ହରେକୃଷ୍ଣ ମିଶ୍ର ଭୁବନେଶ୍ୱର ତା ୨୮/୦୧/୨୫: ଏମିତି ଖବର ଆସିଛି ଖୋଦ୍ ଭୁବନେଶ୍ୱରର ମଞ୍ଚେଶ୍ୱର ଥାନା ଅଞ୍ଚଳ ନିକଟ ଗଡ଼ଗୋପୀନାଥ ପ୍ରସାଦ ଅନ୍ତର୍ଗତ ବାସୁଦେବ ନଗରରେ। ବାସୁଦେବ ନଗର ପ୍ଲଟ ନମ୍ବର ୧୧୩୦ରେ ଦୀର୍ଘ ବର୍ଷ ଧରି ସେହି ଅଂଚଳରେ ପରିବାର ସହିତ ରହିଆସୁଛନ୍ତି ବରିଷ୍ଠ ନାଗରିକ ତଥା ସମାଜସେବୀ ହରେକୃଷ୍ଣ ମିଶ୍ର ।… Continue reading ବରିଷ୍ଠ ନାଗରିକଙ୍କୁ ଗୃହବନ୍ଦୀ କଲେ ଅଜଣା ଦୁବୃର୍ତ୍ତ

You cannot copy content of this page