ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର ଆଜି ୟୁନିଟ 6 ସ୍ଥିତ ନେତାଜୀ ଭବନରେ ଅନୁଷ୍ଠିତ ହୋଇ ଯାଇଛି l ଓଡିଶା ଅଭିଭାବକ ମହାସଂଘ ର ଶିକ୍ଷା ଅଧିକାର ଅଭିଭାବକ ସଙ୍ଘ କର୍ମକର୍ତ୍ତାଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା l ଶିକ୍ଷା ଅଧିକାର ଆଇନ ବା ଆର ଟି ଇ ଅନୁଯାଇ କିପରି ଅଧିକରୁ ଅଧିକ ପିଲା ତାଙ୍କର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର ପ୍ରାପ୍ତି କରିପାରିବେ ତାହା ଉପରେ ପ୍ରଶିକ୍ଷିତ… Continue reading ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କଳାହାଣ୍ଡି ଜ଼ିଲ୍ଲାରେ ମାଟ୍ରିକ ପରୀକ୍ଷା ଦେଲେ ୧୯, ୨୧୮ ଛାତ୍ର ଛାତ୍ରୀ

କଳାହାଣ୍ଡି ଜ଼ିଲ୍ଲାରେ ୩୫୪ ଜଣ ପରୀକ୍ଷା ଦେଉ ଥିବା ଛାତ୍ରୀ, ଛାତ୍ର ଅନୁପସ୍ଥିତ କଳାହାଣ୍ଡି, ୨୨|୨: ଓଡିଶା ମାଧ୍ଯମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ବାରା ପରିଚାଳିତ ଚଳିତବର୍ଷର ମାଟ୍ରିକ ପରୀକ୍ଷା ୨୧ ତାରିଖ ଶୁକ୍ରବାରଠାରୁ ଆରମ୍ଭହୋଇଛି। ପ୍ରଥମ ଦିନ ମାତୃଭାଷା ଓଡିଆ ପରୀକ୍ଷା ହୋଇଛି। କଳାହାଣ୍ଡି ଜିଲାରେ ୧୩୨ ପରୀକ୍ଷା କେନ୍ଦ୍ର ହୋଇଥିବାବେଳେ ଜିଲାର ୧୩ ବ୍ଲକରେ ୧୩ ନୋଡାଲ ସେଣ୍ଟର ହୋଇଛି। ଚଳିତ ବର୍ଷ ପରୀକ୍ଷା ଦେବା ପାଇଁ ୧୯,୫୭୨ ଛାତ୍ରୀଛାତ୍ର (ରେଗୁଲାର) ଫର୍ମ ପୂରଣ… Continue reading କଳାହାଣ୍ଡି ଜ଼ିଲ୍ଲାରେ ମାଟ୍ରିକ ପରୀକ୍ଷା ଦେଲେ ୧୯, ୨୧୮ ଛାତ୍ର ଛାତ୍ରୀ

ପରୀକ୍ଷାର୍ଥୀଙ୍କ ପ୍ରଶିକ୍ଷକ ସାଜିଛି ମୋବାଇଲ

କଳାହାଣ୍ଡି, ୧୭|୨: ରାଜ୍ୟ ସରକାର ଚଳିତ ବର୍ଷର ଗ୍ରୀଷ୍ମକୁ ଆଖି ଆଗରେ ରଖି ୨୦୨୪/୨୫ ବର୍ଷର ମାଟ୍ରିକ ପରୀକ୍ଷା ସହ ଅନ୍ୟାନ୍ୟ ଶ୍ରେଣୀର ବାର୍ଷିକ ପରୀକ୍ଷାକୁ ଶୀଘ୍ର କରିବାର ନିଷ୍ପତ୍ତି ନେଇଛନ୍ତି। ଏନେଇ ଫେବୃଆରୀ ମାସର ଆରମ୍ଭ ହୋଇ ମାର୍ଚ୍ଚ ମାସ ପ୍ରଥମ ସପ୍ତାହ ମଧ୍ୟରେ ପରୀକ୍ଷା ଶେଷ କରିବାକୁ ଶିକ୍ଷା ବିଭାଗର ନିଷ୍ପତ୍ତିକୁ ସମସ୍ତ ଅଭିଭାବକ ଓ ପରୀକ୍ଷାର୍ଥୀ ସ୍ବାଗତ ଜଣାଇଛନ୍ତି | ଚଳିତ ବର୍ଷ ଓଡ଼ିଶା ବୋର୍ଡ ବିଏସଇ ହେଉ କିମ୍ବା ସିବିଏସଇ ଓ… Continue reading ପରୀକ୍ଷାର୍ଥୀଙ୍କ ପ୍ରଶିକ୍ଷକ ସାଜିଛି ମୋବାଇଲ

ଏସ ଆର ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ”SR TALENT HUNT” ପ୍ରତିଯୋଗିତାରେ ପୁରସ୍କାର ବିତରଣ ଉତ୍ସବ

ଭୁବନେଶ୍ଵର : ବିଜେବି ନଗର ସ୍ଥିତ ଏସ ଆର ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଆନୁକୂଲ୍ୟରେ ”SR TALENT HUNT” ପ୍ରତିଯୋଗିତାରେ କୃତିତ୍ଵ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଅନୁଷ୍ଠାନର ନିର୍ଦେଶକ ତଥା ବିଜେବି ଜୁନିଅର କଲେଜର ପୂର୍ବତନ ଗଣିତ ଅଧ୍ୟାପକ ସତ୍ୟଜିତ ରାୟଙ୍କ ଅଧକ୍ଷତାରେ ଏକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ଉତ୍ସବରେ ପଦାର୍ଥ ବିଜ୍ଞାନ ପ୍ରଧ୍ୟାପକ ଡକ୍ଟର ପ୍ରଦୀପ୍ତ କୁମାର ମହାପାତ୍ର ମୁଖ୍ୟ ଅତିଥି ଏବଂ ଇଂରାଜୀ ଅଧ୍ୟାପକ… Continue reading ଏସ ଆର ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ”SR TALENT HUNT” ପ୍ରତିଯୋଗିତାରେ ପୁରସ୍କାର ବିତରଣ ଉତ୍ସବ

ଶିଶିଲୋ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମନ୍ୱୟ ବୈଠକ

Teacher-parent coordination meeting at Shishilo Panchayat High School

ବାଲିଅନ୍ତା: ବାଲିଅନ୍ତା ବ୍ଲକ ଶିକ୍ଷା ବିଭାଗ ଅଧିନ ଶିଶିଲୋ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଶ୍ରେଣୀ କକ୍ଷରେ ପ୍ରଧାନଶିକ୍ଷକ ବିଷ୍ନୁଚରଣ ସୁବୁଦ୍ଧିଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ବୁଦ୍ଧିଜୀବୀ, ଅଭିଭାବକ ଓ ଶିକ୍ଷକଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଅଧ୍ୟୟନ ରତ ଛାତ୍ରଛାତ୍ରୀ ସମେତ ପୁରାତନ ଛାତ୍ରଛାତ୍ରୀ ମାନେ ମଧ୍ୟ ଯୋଗଦେଇଥିଲେ l ବିଦ୍ୟାଳୟର ବିଭିନ୍ନ ସମସ୍ୟା, ଶିକ୍ଷାଦାନର ପଦ୍ଧତି ଓ ଶିକ୍ଷାଦାତାଙ୍କ କାର୍ଯ୍ୟଶୈଳୀ ଉପରେ ଆଲୋକପାତ କରାଯାଇଥିଲା l ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି… Continue reading ଶିଶିଲୋ ପଞ୍ଚାୟତ ଉଚ୍ଚବିଦ୍ୟାଳୟରେ ଶିକ୍ଷକ ଓ ଅଭିଭାବକ ସମନ୍ୱୟ ବୈଠକ

ସାଇ ବିନାୟକ ଶିଶୁ ମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା

ଭୁବନେଶର: ସାଇ ବିନାୟକ ଶିଶୁମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ବମିଖାଲସ୍ଥିତ ବିଦ୍ୟାଳୟ ପରିସରରେ ପ୍ରାତଃ ଲକ୍ଷାର୍ଚ୍ଚନା ପୂଜା ସହିତ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷୟତ୍ରୀ ଐଶ୍ୱର୍ଯ୍ୟା ଲକ୍ଷ୍ମୀ ତି୍ରପାଠୀଙ୍କ ସଂଯୋଜନା ଓ ଆବାହକ ବନମାଳୀ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯନ୍ତ୍ରୀ ତଥା ସତ୍ୟସାଇ ସଂଗଠନର ରାଜ୍ୟ ପ୍ରଜ୍ଞାନିର୍ବାହକ ସଚ୍ଚିଦାନନ୍ଦ ନାୟକ, ମୁଖ୍ୟବକ୍ତାଭାବେ ସତ୍ୟ ସାଇ ସଂଗଠନର ଯୁଗ୍ମ ଶିକ୍ଷା ସଂଯୋଜିକା ଡ. ନୟନତାରା ଛୋଟରାୟ, ସମ୍ମାନୀତ ଅତିଥିଭାବେ ବିଦ୍ୟାଳୟର… Continue reading ସାଇ ବିନାୟକ ଶିଶୁ ମନ୍ଦିରର ବାର୍ଷିକ ଉସôବ ଓ ସମ୍ବର୍ଦ୍ଧନା

You cannot copy content of this page