ବରନାଳୀ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭୁବନ: ସରକାରୀ ଉଚ୍ଚ ବିଦ୍ୟାଳୟ ବରନାଳୀଠାରେ ଶିକ୍ଷକ ରଂଜନ କୁମାର ଷଣ୍ଢ, ଶିକ୍ଷୟିତ୍ରୀ ଉର୍ମିଳା ରଣାଙ୍କ ଉପସ୍ଥିତିରେ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଉକ୍ତ ବିଦ୍ୟାଳୟ ପରିସରରେ ସାମାଜିକ ଅନୁଷ୍ଠାନ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ୍ ର ସଦସ୍ୟମାନେ ଯୋଗଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିବାଦେଖିବାକୁ ମିଳିଥିଲା। ଏଥିରେ ସହଯୋଗ କରିଥିବା ଉତ୍କଳ ବୁଲେଟିନ ଚାରିଟେବଲର ସଦସ୍ୟମାନେ ହେଲେ ସତ୍ୟବାଦୀ ରଣା, କୈଳାସ ବେହେରା, ସାମ୍ବାଦିକ ଓ ସମାଜସେବୀ ବିମଳ କୁମାର ରଣା… Continue reading ବରନାଳୀ ବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର ଆଜି ୟୁନିଟ 6 ସ୍ଥିତ ନେତାଜୀ ଭବନରେ ଅନୁଷ୍ଠିତ ହୋଇ ଯାଇଛି l ଓଡିଶା ଅଭିଭାବକ ମହାସଂଘ ର ଶିକ୍ଷା ଅଧିକାର ଅଭିଭାବକ ସଙ୍ଘ କର୍ମକର୍ତ୍ତାଙ୍କୁ ନେଇ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଥିଲା l ଶିକ୍ଷା ଅଧିକାର ଆଇନ ବା ଆର ଟି ଇ ଅନୁଯାଇ କିପରି ଅଧିକରୁ ଅଧିକ ପିଲା ତାଙ୍କର ନ୍ୟାର୍ଯ୍ୟ ଶିକ୍ଷାଗତ ଅଧିକାର ପ୍ରାପ୍ତି କରିପାରିବେ ତାହା ଉପରେ ପ୍ରଶିକ୍ଷିତ… Continue reading ଓଡିଶା ଅଭିଭାବକ ମହାସଂଘର ଶିକ୍ଷା ଅଧିକାର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ଜଗନ୍ନାଥ ନଗରସ୍ଥିତ ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଲକ୍ଷ୍ମୀସାଗର ମେଳଣ ପଡିଆଠାରେ ମହା ସମାରୋହ ରେ ଅନୁଷ୍ଠିତ ହୋଇ ଯାଇଛି I ବିଦ୍ୟାଳୟର ପ୍ରତିଷ୍ଠାତା, ବିଶିଷ୍ଟ ଶିକ୍ଷାବିତ, ଭାଷାପ୍ରାଣ, ସମାଜସେବୀ ସ୍ବର୍ଗତ କାଳୀ ପ୍ରସାଦ ସାମନ୍ତରାୟଙ୍କ 61 ତମ ପୁଣ୍ୟତିଥି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଂସ୍କୃତି ପୁରୁଷ ଡ଼ଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ, ବାଗ୍ନୀ ପ୍ରଦ୍ୟୁମ୍ନ ଶତପଥି, ସମ୍ମାନିତ… Continue reading ଦି ମଦର ପବ୍ଲିକ ସ୍କୁଲର ବାର୍ଷିକ ଉତ୍ସବ ଅନୁଷ୍ଠିତ

You cannot copy content of this page