ଝରଣେଶ୍ୱର ପୀଠରେ ଜାଗର ଯାତ୍ରା ପାଳିତ

ଭୁବନ, ୧୬.୨.୨୦୨୬: ସାରା ଦେଶରେ ଧୂମଧାମରେ ଦେବାଦିଦେବ ମହାଦେବଙ୍କ ପବିତ୍ର ଜାଗର ବା ମହାଶିବରାତ୍ରୀ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି । ଓଡ଼ିଶ ଗ୍ରାମର ଶ୍ରୀ ଶ୍ରୀ ଝରେଶ୍ୱର ମହାଦେବଙ୍କ ମନ୍ଦିରରେ ଖୁବ୍ ଧୂମଧାମ ସହକାରେ ପାଳିତ ହୋଇଯାଇଛି ଜାଗର ଯାତ୍ରା । ଶହ ଶହ ଭକ୍ତଙ୍କ ସମାଗମରେ ମନ୍ଦିର ପରିସର ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହ ଭକ୍ତମାନେ… Continue reading ଝରଣେଶ୍ୱର ପୀଠରେ ଜାଗର ଯାତ୍ରା ପାଳିତ

ବଉଳାବନ୍ଧରେ ମା ଭୈରବୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଚିଲିକା,୧୭।୨-ଚିଲିକା ବ୍ଲକ ଅନ୍ତର୍ଗତ ବଉଳାବନ୍ଧ ସ୍ଥିତ ବଜ୍ରମୁଳି ସାହି ଠାରେ ମା ଭୈରବୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ମା ଭୈରବୀ ଦେବୀଙ୍କ ପୀଠରେ ୩ଦିନ ଧରି ଯଜ୍ଞ ଅନୁଷ୍ଠିତ ହୋଇଥିଲା।ପ୍ରଥମ ଦିବସରେ ଯଜ୍ଞର ଅଙ୍କୁରାରୋପଣ,ଜଳଯାତ୍ରା,ମଣ୍ଡଳୀ କରଣ, ଦେବତା ମାନଙ୍କୁ ନିମନ୍ତ୍ରଣ ଓ ଧ୍ୟନାଧିଵାସ ହୋଇଥିବା ବେଳେ ଦ୍ବିତୀୟ ଦିବସରେ ସୂର୍ଯ୍ୟ ପୂଜା, ଗୋ ପୂଜା, ସାଲଘର, ଚଣ୍ଡୀ ପାଠ ଯଜ୍ଞ ଆଦି କ୍ରମ ହେବା ସହ ମନ୍ଦିର ପ୍ରତିଷ୍ଠା ଓ… Continue reading ବଉଳାବନ୍ଧରେ ମା ଭୈରବୀ ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

You cannot copy content of this page