ଉଦଯାପିତ ହେଲା ୮ମ ଯଶୁଆପୁର ମହୋତ୍ସବ

ବାଲିଅନ୍ତା,୧୪|୨: ବାଲିଅନ୍ତା ବ୍ଲକ ଉମାଦେଇବ୍ରହ୍ମପୁର ପଞ୍ଚାୟତ ଯଶୁଆପୁର ଠାରେ ଯଶୁଆପୁର ବିକାଶ ପରିଷଦ ପକ୍ଷରୁ ଆୟୋଜିତ ହେଉଥିବା ଦୁଇ ଦିନିଆ ୮ମ ଯଶୁଆପୁର ମହୋତ୍ସବ ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ସଂନ୍ଧ୍ୟାରେ ମୁଖ୍ୟଅତିଥି ରୂପେ ରାଜସ୍ବ ଏବଂ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଡ. ଅରବିନ୍ଦ ଢ଼ାଲି , ଢେଙ୍କାନାଳ ବାଣିଜ୍ୟିକ ଟିକସ ଏବଂ ଜିଏସ୍ଟି ବିଭାଗର ଡେପ୍ୟିଟି କମିସନର… Continue reading ଉଦଯାପିତ ହେଲା ୮ମ ଯଶୁଆପୁର ମହୋତ୍ସବ

କମିଶନରେଟ୍ ପୋଲିସ ଗିରଫ କଲା ଚେନ୍ ଲୁଟେରା ପ୍ରଫୁଲ ଓ ଫିରୋଜକୁ

chain loot in bhubaneswar

ଭୁବନେଶ୍ୱର: କଳା ପଲସରରେ ରାଜଧାନୀର ଗଳିକନ୍ଧିରେ ବୁଲି ଲୋକମାନଙ୍କ ଠାରୁ ଚେନ୍ ଝାମ୍ପିନେଉଥିଲେ ଚେନ୍ ଲୁଟେରା। ତେବେ ଏହାକୁ କମିଶନରେଟ ପୋଲିସ୍‌ର କବଜାରେ ଧରା ହୋଇ ଗିରଫ ହୋଇଛନ୍ତି ଦୁଇ ଚେନ୍ ଲୁଟେରା। ଚେନ୍ ଲୁଟେରାମାନେ ବହୁ ଦିନ ଧରି ଏମିତି ଲୁଟ୍ କରୁଥିବବେଳେ ଆଜି କମିଶନରେଟ୍ ପୋଲିସ୍ ଦୁଇଜଣଙ୍କୁ ଧରି ଗିରଫ କରିଛି । ଲୁଟେରା ପ୍ରଫୁଲ ନାୟକ ଓ ଫିରୋଜ ଦୁଇ ଚେନ୍ ଲୁଟେରା ଗଳି ଗଳି ବୁଲି ଚେନ୍ ଝାମ୍ପି ଲୁଟ୍ କରୁଥିଲେ।… Continue reading କମିଶନରେଟ୍ ପୋଲିସ ଗିରଫ କଲା ଚେନ୍ ଲୁଟେରା ପ୍ରଫୁଲ ଓ ଫିରୋଜକୁ

You cannot copy content of this page