ଭୁବନେଶ୍ୱର: ଗୁରୁ ଦେବପ୍ରସାଦ ଦାସ ଫାଉଣ୍ଡେସନ ଆନୁକୁଲ୍ୟରେ ଦଶମତମ ଦେବ ପ୍ରସାଦ ଉତ୍ସବ ରବିନ୍ଦ୍ର ମଣ୍ଡପଠାରେ ଆରମ୍ଭ ହୋଇଛି। ମହାନ ଓଡ଼ିଶୀ ନୃତ୍ୟଗୁରୁ ଡ଼ଃ ଦେବପ୍ରସାଦ ଦାସଙ୍କର ୯୩ ତମ ପୂଣ୍ୟଜନ୍ମ ତିଥି ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ପାଳିତ ହୋଇଛି । ପ୍ରଥମ ସନ୍ଧ୍ୟୋର ଦେବପ୍ରସାଦ ଦାସ ଫାଉଣ୍ଡେସନ୍ର ଛାତ୍ରୀମାନଙ୍କ ଦ୍ୱାରା ମଙ୍ଗଳାଚରଣ ପରିବେଷଣ ହୋଇଥିଲା। ଯାହା ଗୁରୁଙ୍କ ପୁରାତନ ସଂରଚନାକୁ ପରିବେଷଣ କରିଥିଲେ। ତାହା ଚିତାଆକର୍ଷକ ହୋଇଥିଲା। ତା’ପରେ ପ୍ରଜ୍ଞା ପ୍ରତିଷ୍ଠିତା ମହାନ୍ତି, ରବି ଶଙ୍କର… Continue reading ଦଶମତମ ଦେବ ପ୍ରସାଦ ଉତ୍ସବ ଅନୁଷ୍ଠିତ
ଦଶମତମ ଦେବ ପ୍ରସାଦ ଉତ୍ସବ ଅନୁଷ୍ଠିତ