ସାଂସଦଙ୍କ ଦରମା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍ ବଢ଼ିଲା

ନୂଆଦିଲ୍ଲୀ: ସାଂସଦମାନଙ୍କ ୨୪ ପ୍ରତିଶତ ମାସିକ ଦରମା ବୃଦ୍ଧି କରାଯାଇଛି । ସାଂସଦମାନଙ୍କ ମାସିକ ଦରମା, ଦୈନିକ ଭତ୍ତା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍ ଏବଂ ଅତିରିକ୍ତ ପେନ୍‌ସନ ରାଶିରେ ବୃଦ୍ଧି କରାଯାଇଛି। ଏ ନେଇ ଜାରି ହୋଇଛି ସଂସଦୀୟ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି । ୨୦୨୩ ଏପ୍ରିଲ ପହିଲାରୁ ସାଂସଦ ଓ ପୂର୍ବତନ ସାଂସଦମାନେ ବର୍ଦ୍ଧିତ ହାରରେ ଦରମା, ଭତ୍ତା ଓ ପେନ୍‌ସନ୍ ପାଇବେ। ୨୦୧୮ ଏପ୍ରିଲ ପହିଲାରୁ ସାଂସଦମାନେ ପୂର୍ବରୁ ୧ ଲକ୍ଷ ଟଙ୍କା… Continue reading ସାଂସଦଙ୍କ ଦରମା, ପୂର୍ବତନ ସାଂସଦଙ୍କ ପେନ୍‌ସନ୍ ବଢ଼ିଲା

ସଂସଦ ଗୃହରେ ଠେଲାପେଠା, ପ୍ରତାପ ଷଡଙ୍ଗୀ ଆହତ

BJP MP Pratap Sarangi Injured in Parliament Chaos

ନୂଆଦିଲ୍ଲୀ: ସଂସଦର ଉଭୟ ଗୃହରେ ଉତ୍ତେଜନା ଦେଖାଦେଇଛି । ବାବା ସାହେବ ଭୀମରାଓ ଆମ୍ବେଦକର ପ୍ରସଙ୍ଗରେ ଉଭୟ ଗୃହରେ ଉଭୟ କଂଗ୍ରେସ ଏବଂ ଭାଜପା ବିରୋଧ ପ୍ରଦର୍ଶନ କରିଥିଲେ। ଏହି ସମୟ ମଧ୍ୟରେ ମକର ଦ୍ୱାରରେ ଉଭୟ ଦଳର ଏମପିଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ଏହି ସମୟରେ ପେଲା ଠେଲା ହୋଇଥିଲା। ଫଳରେ ଭାଜପା ଏମପି ପ୍ରତାପ ଷଡଙ୍ଗୀଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଦେଖିବାକୁ ମିଳିଥିଲା। ଭାଜପା ଏମପି ମୁକେଶ ରାଜପୁତ ମଧ୍ୟ ଆହତ ହୋଇଥିଲେ।… Continue reading ସଂସଦ ଗୃହରେ ଠେଲାପେଠା, ପ୍ରତାପ ଷଡଙ୍ଗୀ ଆହତ

You cannot copy content of this page