‘ମହାନଦୀର ନିରନ୍ତର ପ୍ରବାହ ପ୍ରଥମେ ସୁନିଶ୍ଚିତ ହେଉ, ପରେ ସୌନ୍ଦର୍ଯ୍ୟକରଣ’

ଭୁବନେଶ୍ୱର: ସମ୍ପ୍ରତି ଓଡ଼ିଶା ସରକାର ମହାନଦୀ ତଟ ର ସୌନ୍ଦର୍ଯ୍ୟ କରଣ ପାଇଁ ସମ୍ବଲପୁର ଓ ଭୁବନେଶ୍ୱର ଠାରେ ୨୪୦ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା କରିଛନ୍ତି l ଏହି ଅର୍ଥରେ ସରକାର ସମ୍ବଲପୁର ମନ୍ଦଲିଆ ରୁ ଚାଉଁରପୂର୍ ନଦୀ ତଟ ପାଇଁ ୧୬୦ କୋଟି ଓ ଭୁବନେଶ୍ୱର ର କୁଆଖାଇ ନଦୀ ର ପାଣ୍ଡରl ଠାରେ ଓ କୁଶଭଦ୍ରା ତଟ ପାଇଁ ୮୦ କୋଟି ଖର୍ଚ୍ଚ କରିବେ l ଏଥିରେ ରିଙ୍ଗ ରୋଡ, ଭାସମାନ… Continue reading ‘ମହାନଦୀର ନିରନ୍ତର ପ୍ରବାହ ପ୍ରଥମେ ସୁନିଶ୍ଚିତ ହେଉ, ପରେ ସୌନ୍ଦର୍ଯ୍ୟକରଣ’

କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟା ଜଳ ପ୍ରବେଶ

ବାଲିଅନ୍ତା: ବୁଧବାର ଦିନ ଚାଳିତ ବର୍ଷ କୁଆଖାଇ ,ଦୟା, ଭାର୍ଗବୀ ନଦୀରେ ହୀରାକୁଦର ପ୍ରଥମ ବନ୍ୟା ଜଳ ପ୍ରବେଶ ହୋଇଛି। ଏହି ଦୃଶ୍ୟକୁ ଦେଖିବା ପାଇଁ ଓ ଫୋଟ ଉତ୍ତଳନ ପାଇଁ ଦୟା ବ୍ରିଜ, ଭାର୍ଗବୀ ବ୍ରିଜ,କୁଆଖାଇ ନଦୀ ଟଙ୍କପାଣୀ ବ୍ରିଜରେ ପଥଚାରି ମାନଙ୍କ ଭିଡ ଦେଖିବାକୁ ମିଳିଥିଲା।ଉକ୍ତ ନଦୀରେ ବନ୍ୟା ଜଳ ପ୍ରବେଶ ଦ୍ବରା ତତ୍ପର ହୋଇ ଉଠିଛି ସ୍ଥାନୀୟ ଅଞ୍ଚଳର ବ୍ଲକ୍ ଓ ତହସିଲ ପ୍ରଶାସନ । ଉକ୍ତ ନଦୀର କୂଳରେ ଥିବା ଜନବସତି… Continue reading କୁଆଖାଇ, ଦୟା, ଭାର୍ଗବୀ, ନଦୀରେ ବନ୍ୟା ଜଳ ପ୍ରବେଶ

You cannot copy content of this page