ମହାଶିବରାତ୍ରୀ ତଥା ଜାଗର ଉପଲକ୍ଷେ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ଭୁବନ: ସାମାଜିକ ଅନୁଷ୍ଠାନ ପକ୍ଷରୁ ଗ୍ରାମ ସଫେଇ ଅଭିଯାନ ଚାଲୁରହିଥିବାବେଳେ ଓଡ଼ିଶ ଗ୍ରାମରେ ଅନୁରୂପ ଭାବେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମନ୍ଦିର ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ ଅଭିଯାନ ଅବସରରେ ଓଡ଼ିଶ ଗ୍ରାମର ଆରାଧଧ୍ୟା ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି। ଗ୍ରାମରେ ଥିବା ଉତ୍କଳ ବୁଲେଟିନ୍ ର ସମସ୍ତ ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ମା’ ଚର୍ଚ୍ଚିକା ପୀଠ ଏବଂ ଶିବ ମନ୍ଦିର ଏବଂ ଅନ୍ୟ ମନ୍ଦିରର… Continue reading ମହାଶିବରାତ୍ରୀ ତଥା ଜାଗର ଉପଲକ୍ଷେ ମନ୍ଦିର ସଫେଇ କାର୍ଯ୍ୟକ୍ରମ

କାଉଡ଼ିଆଙ୍କ ସେବାରେ ବ୍ରତୀ ଗୋବିନ୍ଦ ସେବା ଦଳ

ସୁକିନ୍ଦା: ଶ୍ରାବଣ ମାସ ହେଉଛି ପବିତ୍ର ମାସ । ଆଉ ଏହା ଦେବ ଦେବ ମହାଦେବଙ୍କ ଅତ୍ୟନ୍ତ ପ୍ରିୟ ମାସ । ଏହି ମାସରେ ଶିବଙ୍କ ଲିଙ୍ଗରେ ଜଳଲାଗି କଲେ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ସେଥିଲାଗି ପ୍ରତିବର୍ଷ ଏହି ଶ୍ରାବଣ ମାସରେ ଭକ୍ତ ନିଜର ମନସ୍କାମନା ପୂରଣ ଲାଗି ଏହି ମାସର ପ୍ରତ୍ୟେକ ସୋମବାରରେ ଶିବମନ୍ଦିର ଯାଇ ଜଳଲାଗି କରିଥାନ୍ତି । ଆଉ ମାନସିକ ମଧ୍ୟ ରଖିଥାନ୍ତି । ଆଉ ଏହି ଏହି ଭକ୍ତମାନେ… Continue reading କାଉଡ଼ିଆଙ୍କ ସେବାରେ ବ୍ରତୀ ଗୋବିନ୍ଦ ସେବା ଦଳ

ୟୁନିଟ 5 ଚଣ୍ଡେଶ୍ୱର ଓ ଜଗନ୍ନାଥ ମନ୍ଦିରରେ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ

ଭୁବନେଶ୍ୱର: ଭୁବନେଶ୍ୱର ତା 9 ରିଖ l ୟୁନିଟ 5 ସ୍ଥିତ ଚଣ୍ଡେଶ୍ୱର ମହାଦେବ ଓ ଜଗନ୍ନାଥ ମନ୍ଦିରରେ ଜାଗର ଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଭୋରରୁ ମହାଦେବଙ୍କ ସମସ୍ତ ରୀତି ନୀତି ସମ୍ପର୍ଣ ହୋଇଥିଲା l ସକାଳ ଧୂପ,ସୂର୍ଯ୍ୟ ପୂଜା, ଅବକାଶ, ମଧ୍ୟାହ୍ନ ପୂଜା ଓ ସନ୍ଧ୍ୟା ଆଳତୀ ପରେ ରାତି 10 ଟାରେ ମହାଦୀପ ଉଠିଥିଲା l ଶହ ଶହ ଶ୍ରଦ୍ଧାଳୁ ସକାଳ ଠାରୁ ରାତି ପର୍ଯ୍ୟନ୍ତ ପୂଜାର୍ଚନା କରିଥିଲେ l… Continue reading ୟୁନିଟ 5 ଚଣ୍ଡେଶ୍ୱର ଓ ଜଗନ୍ନାଥ ମନ୍ଦିରରେ ମନ୍ଦିରରେ ଜାଗର ଯାତ୍ରା ଅନୁଷ୍ଠିତ

You cannot copy content of this page