ଚିଲିକା,୧୫/୧: ଧର୍ମ ଓ ସଂସ୍କୃତିର ରକ୍ଷକ ଉତ୍କଳୀୟ ପାଲାର ପ୍ରମୁଖ ସଂଗଠନ “ଶ୍ରୀ ନୀଳାଚଳ ନିଖିଳୋତ୍କଳ ପାଲାଗାୟକ ପରିଷଦ”ର ଶ୍ରୀକ୍ଷେତ୍ର ପୁରୀ ଶ୍ରୀଗୁଣ୍ଡିଚା ମନ୍ଦିର ମୁକ୍ତାକାଶ ରଙ୍ଗମଞ୍ଚରେ ଆୟୋଜିତ ୪୭ତମ ବାର୍ଷିକ ସମ୍ମିଳନୀ ଉତ୍ସବରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମର ବରିଷ୍ଠ ମୁଣ୍ମୟୀ ଶିଳ୍ପୀ ତଥା ସମାଜସେବୀ ଅଖିଳ କୁମାର ପଲାଇଙ୍କୁ “ଆଦର୍ଶ ସମାଜସେବୀ ସମ୍ମାନ”ରେ ସମ୍ମାନିତ କରାଯାଇଅଛି | ପରିଷଦର ମୁଖ୍ୟ ସାଂସ୍କୃତିକ ସମ୍ପାଦକ ତଥା ଗାୟକ ବାଚସ୍ପତି ପଣ୍ଡିତ ବନବିହାରୀ… Continue reading ରାଜ୍ୟ ପାଲା ଗାୟକ ପରିଷଦ ପକ୍ଷରୁ ଆଦର୍ଶ ସମାଜସେବୀ ସମ୍ମାନ
ରାଜ୍ୟ ପାଲା ଗାୟକ ପରିଷଦ ପକ୍ଷରୁ ଆଦର୍ଶ ସମାଜସେବୀ ସମ୍ମାନ
