ଭୁବନେଶ୍ୱର: ତ୍ରିଧାରା ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ସ୍ବର୍ଣ୍ଣ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଅତିଥ୍ୟ ଭାବେ ଭାଷାବିତ୍ ଦେବୀପ୍ରସନ୍ନ ପଟ୍ଟନାୟକ, ସଂସ୍କୃତି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ବାଇଁ, ଓଡିଶା ସଙ୍ଗୀତ ନାଟକ ଏକାଡେମୀର ଉପ ସଭାପତି ମନ୍ମଥ କୁମାର ଶତପଥୀ, ପାରାଦୀପ ଫସ୍ଫେଟ ଲିମିଟେଡ୍ର ପୂର୍ବତନ ଉପ ସଭାପତି (ଏଚ୍ଆର) ଶୁଭେନ୍ଦୁ ଦାସ, ସଙ୍ଗୀତକାର ଲକ୍ଷ୍ମୀକାନ୍ତ ପାଲିତ୍, ଓଡିଶୀ ନୃତ୍ୟାଙ୍ଗନା ସୁଜାତା ମିଶ୍ର, ଚିନ୍ତା ଓ ଚେତନାର ମହାସଚିବ ସୁରେନ୍ଦ୍ର ଦାସ, କବି ଡ. ସୀତାକାନ୍ତ… Continue reading ତ୍ରିଧାରାର ‘ସ୍ବର୍ଣ୍ଣ ସମାରୋହ
ତ୍ରିଧାରାର ‘ସ୍ବର୍ଣ୍ଣ ସମାରୋହ
