ଝରଣେଶ୍ୱର ପୀଠରେ ଜାଗର ଯାତ୍ରା ପାଳିତ

ଭୁବନ, ୧୬.୨.୨୦୨୬: ସାରା ଦେଶରେ ଧୂମଧାମରେ ଦେବାଦିଦେବ ମହାଦେବଙ୍କ ପବିତ୍ର ଜାଗର ବା ମହାଶିବରାତ୍ରୀ ପାଳିତ ହୋଇଯାଇଛି । ଏହି ଅବସରରେ ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ଗ୍ରାମପଂଚାୟତରେ ମଧ୍ୟ ଅନୁରୂପ ଦୃଶ୍ୟ ଦେଖିବାକୁ ମିଳିଛି । ଓଡ଼ିଶ ଗ୍ରାମର ଶ୍ରୀ ଶ୍ରୀ ଝରେଶ୍ୱର ମହାଦେବଙ୍କ ମନ୍ଦିରରେ ଖୁବ୍ ଧୂମଧାମ ସହକାରେ ପାଳିତ ହୋଇଯାଇଛି ଜାଗର ଯାତ୍ରା । ଶହ ଶହ ଭକ୍ତଙ୍କ ସମାଗମରେ ମନ୍ଦିର ପରିସର ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହେବା ସହ ଭକ୍ତମାନେ… Continue reading ଝରଣେଶ୍ୱର ପୀଠରେ ଜାଗର ଯାତ୍ରା ପାଳିତ

ମହାଶିବରାତ୍ରୀ ତଥା ଜାଗର ଉପଲକ୍ଷେ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ଭୁବନ: ସାମାଜିକ ଅନୁଷ୍ଠାନ ପକ୍ଷରୁ ଗ୍ରାମ ସଫେଇ ଅଭିଯାନ ଚାଲୁରହିଥିବାବେଳେ ଓଡ଼ିଶ ଗ୍ରାମରେ ଅନୁରୂପ ଭାବେ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଅନୁଷ୍ଠିତ ହୋଇଥିଲା ମନ୍ଦିର ସଫେଇ କାର୍ଯ୍ୟକ୍ରମ। ଏହି ସଫେଇ ଅଭିଯାନ ଅବସରରେ ଓଡ଼ିଶ ଗ୍ରାମର ଆରାଧଧ୍ୟା ଦେବୀ ମା’ ଚର୍ଚ୍ଚିକାଙ୍କ ପୀଠ ସଫେଇ କରାଯାଇଥିବା ଦେଖିବାକୁ ମିଳିଛି। ଗ୍ରାମରେ ଥିବା ଉତ୍କଳ ବୁଲେଟିନ୍ ର ସମସ୍ତ ସ୍ୱେଚ୍ଛାସେବୀମାନେ ଏକତ୍ରିତ ହୋଇ ମା’ ଚର୍ଚ୍ଚିକା ପୀଠ ଏବଂ ଶିବ ମନ୍ଦିର ଏବଂ ଅନ୍ୟ ମନ୍ଦିରର… Continue reading ମହାଶିବରାତ୍ରୀ ତଥା ଜାଗର ଉପଲକ୍ଷେ ମନ୍ଦିର ସଫେଇ କାର୍ଯ୍ୟକ୍ରମ

ମନ୍ଦିର ରୋଷ ଘରେ ନାବାଳିକାଙ୍କୁ ବଳାତ୍କାର କଲେ ପୂଜକ

ସମ୍ବଲପୁର: ସମ୍ବଲପୁର ଜମନକିରା ଥାନା ସଦର ମହକୁମାସ୍ଥିତ ବାବା ମୁକ୍ତେଶ୍ୱର ମନ୍ଦିର ରୋଷେଇ ଗୃହରେ ଜଣେ ୧୨ବର୍ଷୀୟା ନାବାଳିକା ବଳାତ୍କାରର ଶିକାର ହୋଇଛି। ମନ୍ଦିରର ଜଣେ ସହଯୋଗୀ ପୂଜକ ଶୋଭା ମହାପାତ୍ର ଓରଫ କେଦାର(୩୬)ଙ୍କ ନାମରେ ଅଭିଯୋଗ କରାଯାଇଛି । ପୀଡିତା ନାବାଳିକା ବି ଜଣେ ପୂଜକଙ୍କ ଝିଅ ବୋଲି ପୋଲିସ୍ ସୂତ୍ରରୁ ଜଣାପଡିଛି। ପୀଡ଼ିତାଙ୍କ ମା’ ଏ ନେଇ ଜମନକିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏ ନେଇ ଥାନାରେ ବିଏନ୍‌ଏସ୍ ଦଫା ୬୪(୨)ଏଫ୍‌ରେ ଏକ… Continue reading ମନ୍ଦିର ରୋଷ ଘରେ ନାବାଳିକାଙ୍କୁ ବଳାତ୍କାର କଲେ ପୂଜକ

You cannot copy content of this page