ରାଜ୍ୟସ୍ତରୀୟ ଆଦିଶଙ୍କର ଜୟନ୍ତୀରେ ପ୍ରଦୁ୍ୟମ୍ନ ଶତପଥୀ ସମ୍ବର୍ଦ୍ଧିତ

ଭୁବନେଶ୍ୱର, ୨.୫ : ଆଦିଶଙ୍କର ବେଦାନ୍ତ ପ୍ରତିଷ୍ଠାନମ୍ ପକ୍ଷରୁ ରାଜ୍ୟସ୍ତରୀୟ ଭଗବତପାଦ ଆ•ର୍ଯ୍ୟ ଆଦିଶଙ୍କରଙ୍କ ଜୟନ୍ତୀ ଉତ୍ସବ ଶୁକ୍ରବାର ପୂର୍ବାହ୍ନରେ ଭୁବନେଶ୍ୱରସ୍ଥିତ ବୁଦ୍ଧମନ୍ଦିର ସଭାଗୃହରେ ଅନୁଷ୍ଠାନର ଅଧ୍ୟକ୍ଷ, ପୂର୍ବତନ କୁଳପତି ନରେନ୍ଦ୍ର କୁମାର ମିଶ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରି ପୂର୍ବତନ ପ୍ରଶାସକ ସହଦେବ ଜୟସିଂହ କହିଲେ ଯେ, ଆଜି ମଧ୍ୟ ଭଗବତ ପାଦ ଆଦିଶଙ୍କରଙ୍କ ଜନ୍ମକାଳକୁ ନେଇ ଅନେକଙ୍କ ମନରେ ସନେ୍ଦହ ରହିଛି । ଏ ବିଷୟରେ ବିଶିଷ୍ଟ… Continue reading ରାଜ୍ୟସ୍ତରୀୟ ଆଦିଶଙ୍କର ଜୟନ୍ତୀରେ ପ୍ରଦୁ୍ୟମ୍ନ ଶତପଥୀ ସମ୍ବର୍ଦ୍ଧିତ

କ୍ରିକେଟ ପ୍ରତିଯୋଗିତା ଉଦ୍ ଯାପିତ

ଧର୍ମଗଡ଼, (ଜନ୍ମେଜୟ ନାଏକଙ୍କ ରିପୋର୍ଟ): ବର୍ତ୍ତମାନ ଖେଳ ମଧ୍ୟରେ କ୍ରିକେଟ୍ ଖେଳ ସବୁଠାରୁ ଅଧିକ ଲୋକପ୍ରିୟ ହୋଇ ଥିବା ଯୋଗୁଁ ଅନେକ ସ୍ଥାନ ରେ ଖେଳ ପ୍ରତିଯୋଗିତାମାନ ହେଉଥିବା ଦେଖିବାକୁ ମିଳୁଛି। ଲୋକଙ୍କ ମନରେ କ୍ରିକେଟ୍ ଖେଳ ଦେଖିବାକୁ ପାଇଁ ଆଗ୍ରହ ବଢୁଛି।। ଏହି ପରିପ୍ରେକ୍ଷୀରେ ଗୋଲାମୁଣ୍ଡା ବ୍ଲକ ଅଧିନସ୍ଥ ଖମାରହଳଦୀ ଗ୍ରାମପଞ୍ଚାୟତ ସ୍ତରୀୟ ମା ଠାକୁରାଣୀ କ୍ରିକେଟ ଆସୂସେଶନ ତରଫରୁ ଚଳିତ ମାସ ୫ ତାରିଖ ରବିବାର ଠାରୁ ୧୨ ତାରିଖ ରବିବାର ପର୍ଯ୍ୟନ୍ତ ପ୍ରତିଯୋଗିତା… Continue reading କ୍ରିକେଟ ପ୍ରତିଯୋଗିତା ଉଦ୍ ଯାପିତ

ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ସମୀକ୍ଷା କରି ହିତାଧିକାରୀ ମାନଙ୍କୁ ତିନି ମାସର ଚାଉଳ ଆଗୁଆ ପ୍ରଦାନ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ହିତାଧିକାରୀ ତିନି ମାସ (ଅକ୍ଟୋବରରୁ ଡିସେମ୍ବର) ପାଇଁ ୧୫ କିଲୋ ଲେଖାଏ ଚାଉଳ ପାଇବେ । ସୂଚନା ଯୋଗ୍ୟ ଯେ ଏହି ପ୍ରକ୍ରିୟା ଅକ୍ଟୋବର ପହିଲା ଠାରୁ… Continue reading ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

You cannot copy content of this page