–କୈଳାସ ବେହେରା ତୁ ଗଲାପରେ ଯେମିତି ଥିଲା ସବୁ ସେମିତି ଥିବ ନଈ କୂଳେକୂଳେ ସେମିତି ବହୁଥିବ ପବନ, ପ୍ରଜାପତିର ଡେଣାରେ ସବାର ହେଉଥିବ ସକାଳର ଖରା ଜହ୍ନ କିରଣରେ ପଖାଳି ହେଉଥିବ ଧାନକ୍ଷେତ ତୋ’ଘରର ମଥାନ ଉପରୁ ଚୁଲିର ଧୂଆଁ ଛୁଉଁଥିବ ଆକାଶ, ତୁମ ଆମ୍ବ ଗଛର ଆମ୍ବ ଡାକୁଥିବ ସାହି ପିଲାଙ୍କୁ ଚଗଲା ପିଲାଟିଏ କହୁଥିବ ଏତେବେଳକୁ ସେ ବୁଢାଥିଲେ କେମିତି ଗନ୍ଧବାରି ହଇ ରେ,,, କିଏ କିଏ ବୋଲି ଝପଟି ଆସନ୍ତାଣି ଗଛ… Continue reading ତୁ ଗଲାପରେ
ତୁ ଗଲାପରେ
