ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ

ଭୁବନେଶ୍ୱର: ଓଡିଶା ଉଦ୍ୟୋଗୀ ପରିବାର ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆଜିର ଆହ୍ୱାନ “ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ” ଶୀର୍ଷକ ଆଲୋଚନାଚକ୍ର ଓ ମାସିକ କର୍ମଶାଳା ସମୀକ୍ଷା ବୈଠକ ବିଜୟ କୁମାର ସାହୁ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନା ସହିତ ସଭାପତି, ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ,ଡି, ଆଇ, ବି, ବ୍ୟାଙ୍କର ଉପପ୍ରବନ୍ଧକ ଓ ଏମଏସ ଏମ ଇ… Continue reading ଉଦ୍ୟୋଗୀ ଏକ ଶ୍ରେଷ୍ଠ ସିଦ୍ଧାନ୍ତ ଆଲୋଚନା ଚକ୍ର ଅନୁଷ୍ଠିତ

ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର: ସ୍ଥାନୀୟ ରସୁଲଗଡ ସ୍ଥିତ ଏସପ୍ଲାନେଡ଼ ଠାରେ ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅଧ୍ୟକ୍ଷ ତଥା ବିଶିଷ୍ଟ ଉଦ୍ୟୋଗୀ ଶିବ ନାରାୟଣ ମିଶ୍ରଙ୍କ ସଭାପତିତ୍ବ ଓ ଶ୍ରୀକାନ୍ତ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ଓଡିଶା ସଂଗୀତ ଜଗତର ଉଜ୍ବଳ ପ୍ରତିଭା ତଥା ବିଶିଷ୍ଟ ସଂଗୀତଙ୍ଗ ସୁବାସ ଦାସ, ସମ୍ମାନିତ ଅତିଥି ଭାବେ ସଫଳ ଉଦ୍ୟୋଗୀ ସୁଧାଂଶୁ ଦାସ ଉପସ୍ଥିତ ରହିବା ସହ ଉଦ୍ୟୋଗୀଙ୍କ ବିଭିନ୍ନ ସମସ୍ୟା, ସୁରକ୍ଷା ତଥା କିପରି… Continue reading ଓଡିଶା ଉଦ୍ୟୋଗୀ ପରିବାରର ମାସିକ ବୈଠକ ଅନୁଷ୍ଠିତ

You cannot copy content of this page