କଳାହାଣ୍ଡି, ୨୮/୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଚିଲଗୁଡା ଠାରେ ମୁଣ୍ଡୁରାଗୁଡା ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ ତରଫରୁ ପ୍ରଫେସର ଭୁବନେଶ୍ୱର ବେହେରା ମେମୋରିଆଲ ୟୁଥ ଅର୍ଗାନାଇଜେସନ ଓ ବିରଚହଁରିଆ ସାଂସ୍କୃତିକ ଅନୁଷ୍ଠାନର ମିଳିତ ସହଯୋଗରେ “ସରକାରୀ ଯୋଜନା ଓ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସଚେତନତା ସମାବେଶ” ଓ “ଶୀତବସ୍ତ୍ର ବଣ୍ଟନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି। ବରିଷ୍ଠ ଶିକ୍ଷାବିତ ପଦ୍ମନାଭ ନାଗଙ୍କ ଅଧ୍ୟକ୍ଷତାରେ ସମିତି ସଭ୍ୟ ଖଲିଲ ନାଏକ ମୂଖ୍ଯ ଅତିଥି, ଯୁବ ସଂଗଠକ ପ୍ରଭାତ ଦାସ… Continue reading ସଚେତନତା ସମାବେଶ ଓ ଶୀତବସ୍ତ୍ର ବଣ୍ଟନ
ସଚେତନତା ସମାବେଶ ଓ ଶୀତବସ୍ତ୍ର ବଣ୍ଟନ
