ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ଅଭିଷ୍କା

ଭୁବନ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲେ ଓଡ଼ିଶ ଗ୍ରାମର ଅବିନାଶ ଷଣ୍ଢ ଓ ଜୟଶ୍ରୀ ସଂଗୀତା ବଳଙ୍କ ଝିଅ ଅଭିଷ୍କା ଷଣ୍ଢ । ଅଭିଷ୍କାଙ୍କ ବୟସ ମାତ୍ର ୪ବର୍ଷ ହୋଇଥିବାବେଳେ ଏଭଳି ରେକର୍ଡ କରିବା ଅଂଚଳରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିବାରୁ ନିଜ ଗ୍ରାମର ଗର୍ବ ଓ ଗୌରବ ସାଜିଛନ୍ତି। ଏବେ ସେ ଯାଜପୁର ଜିଲ୍ଲା ନୃତ୍ୟାୟାନ ପବ୍ଲିକ୍ ସ୍କୁଲର ଛାତ୍ରୀ ଅଟନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page