ଓଡ଼ିଶ ଗ୍ରାମରେ ମନ୍ଦିର ସଫେଇ କାର୍ଯ୍ୟ

ଭୁବନ: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶ ଗ୍ରାମର ଆରାଧ୍ୟ ଦେବୀ ମା’ ତାରିଣୀଙ୍କ ମନ୍ଦିର ପରିସର ଓ ମା’ ମହାପାଟ ମନ୍ଦିର ପରିସରକୁ ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ୱେଚ୍ଛାସେବୀ ସଦସ୍ୟମାନେ ସଫେଇ କରିଛନ୍ତି। ପ୍ରବଳ ବର୍ଷା ସତ୍ୱେ ମଧ୍ୟ ସେମାନେ ବର୍ଷାକୁ ଖାତିର ନ କରି ସଫେଇ କାର୍ଯ୍ୟ କରିଥିବା ଦେଖିବାକୁ ମିଳିଥିଲା । ଏହି ମନ୍ଦିର ସଫେଇ କାର୍ଯ୍ୟରେ ସ୍ୱେଚ୍ଛାସେବୀ

ସତ୍ୟବାଦୀ ରଣା, ବିକ୍ରମ ରଣା, ରଂଜନ କୁମାରସେଠୀ, ଶ୍ରୀକାନ୍ତ ସେଠୀ, ବଳରାମ ସେନାପତି, ଲୁଲୁ ସେଠୀ, ବଂଟି ସେଠୀ, ଲିଟୁନ ସେଠୀ, ସୌମ୍ୟରଂଜନ ବେହେରା, ଲିଙ୍ଗରାଜ ସେଠୀ, ଭାଗବତ ସେଠୀ, ବୁଲୁ ବେହେରା, ଖନା ସେଠୀ ଓ ସାମ୍ବାଦିକ ତଥା ସମାଜସେବୀ ବିମଳ କୁମାର ରଣା ପ୍ରମୁଖ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା। ଏପରି ସଫେଇ କାର୍ଯ୍ୟ ଆଗକୁ ଜାରି ରହିବ ବୋଲି ସ୍ୱେଚ୍ଛାସେବୀମାନେ ମତବ୍ୟକ୍ତ କରିଛନ୍ତି।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page