ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ଅଧିକାରିଣୀ ସହ ଆଲୋଚନା

ଖୋର୍ଦ୍ଧା: ସରକାରୀ ହାଇସ୍କୁଲ ଏନ୍.ପି.ଏସ୍. ଶିକ୍ଷକ ସଂଘ ଖୋର୍ଦ୍ଧା ଜିଲ୍ଲାର ଭାଇଭଉଣୀ ମାନଙ୍କ ଦ୍ୱାରା ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଅଧିକାରିଣୀ ସୋନାମିକା ରାୟ, ସୟ-ଶିକ୍ଷାଧିକାରିଣୀ ପ୍ରଜ୍ଞାପରମିତା ଜେନା, ସହ-ଶିକ୍ଷାଅଧିକାରିଣୀ ରଶ୍ମିବାଳା ପରିଡ଼ା,ସହ-ଶିକ୍ଷାଅଧିକାରୀ ବିଜୟ କୁମାର ବେହେରାଙ୍କୁ ଭେଟି ଇଁରାଜୀ ନବବର୍ଷର ଅଭିନନ୍ଦନ ଜ୍ଞାପନ କରାଗଲା। ଅତ୍ୟନ୍ତ ଖୁସି ପ୍ରକଟ କରି ଶୁଭେଚ୍ଛା ଜଣାଇବା ସହିତ, ଜିଲ୍ଲା ଶିକ୍ଷାଧିକାରିଣୀ ମହୋଦୟା ସମସ୍ତ ସ୍କୁଲ ରେ ଶତପ୍ରତିଶତ ପାସ ହାର ଓ ଏ ୧ ଗ୍ରେଡ୍ ଅଧିକରୁ ଅଧିକ ନେବା ପାଇଁ ଉପଦେଶ ଦେଇଥିଲେ। ଏଥିରେ ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ସାହୁ, ରାଜ୍ୟ ସାଧାରଣ ସମ୍ପାଦକ ସୀତାକାନ୍ତ ମିଶ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମମତା ହାବୋଡ଼ାସିଂହ, ଜିଲ୍ଲା ଆବାହକ ବିଶ୍ୱଜିତ ପଲାଇ, ମହେଶ୍ୱର ମାଝୀ, ରାଜେଶ ମହାରଣା, ସ୍ମରଣିକା ଦାସ, ସ୍ୱାଗତିକା ଦେ, ସୁତପା ସୁଭଦର୍ଶ ିନୀ, ମାନିନୀ ଆଚାର୍ଯ୍ୟ, ନିବେଦିତା ଦିଦି, ଅରୁନ୍ଧତୀ ଓଝା, ଭବାନୀ ମହାରଣା, ମାନିନୀ ମହାପାତ୍ର, ସରସ୍ୱତୀ ମିଶ୍ର, କଲ୍ୟାଣୀ ଦିଦି, ଅଜୟ ବରାଡ଼, ଅମରେନ୍ଦ୍ର ନାୟକ, ରାଜେଶ କୁମାର ପରମାଣିକ ଆଦି ଉପସ୍ଥିତ ଥିଲେ ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page