ମଧ୍ୟ୍ୟପ୍ରାଚ୍ୟରେ ମହାଯୁଦ୍ଧ ର ଭୟଙ୍କର ପରିସ୍ଥିତି

ନୂଆଦିଲ୍ଲୀ :20/03/26 Priyabrata Barik: ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧକୁ ନେଇ D G C A ର ଆଡ଼ଭାଇଜର ଜାରି କଲା ଭାରତ ସରକାର, ଯୁଦ୍ଧର ଭୟଙ୍କର ସ୍ଥିତିକୁ ନଜରରେ ରଖି ମଧ୍ୟପ୍ରାଚ୍ୟରେ ଥିବା ଭରରୀୟ ନାଗରିକଙ୍କୁ ଉଡାଣ ଯାତ୍ରା ନକରିବାକୁ ପରାମର୍ଶ l ନଅଟି ଦେଶ ଦେଇ ଉଡାଣ ନ ଭରିବାକୁ ବିଭିନ୍ନ ଏୟାରସ୍ପେସକୁ ଯାତ୍ରା ନକରିବାକୁ ବରଣ କରାଯାଇଛି  ଏହି ଦେଶ ଗୁଡିକ ହେଲା ବାହାରିନ, କତାର, UAE, ଓମାନ, ସାଉଦି ଆରବ, ଇରାକ, ଇରାନ, ଇସ୍ରାଏଲ, କୁଏତ ଏବଂ ଆସନ୍ତା 28ତାରିଖ ପର୍ଯ୍ୟନ୍ତ ଯାତ୍ରା ନକରିବାକୁ ବରଣ କରିଛନ୍ତି ଭାରତ ସରକାର, ଏବଂ ଏହି ଦେଶ ଗୁଡିକୁ 32ହଜାର ଫୁଟ ତଳକୁ ଉଡାଣ ନଭରିବାକୁ ପରାମର୍ଶ ଦେଇଛନ୍ତି l

ଭାରତ ସରକାରଙ୍କ ପକ୍ଷରୁ ସୂଚନା ଯେ ମଧ୍ୟପ୍ରାଚ୍ୟ ରୁ 70ହଜାର ଭାରତୀୟଙ୍କୁ ଉଦ୍ଧାର କରାଯାଇଛି ଏବଂ ଆହୁରି ଏକ କୋଟି ଭାରତୀୟ ଅଛନ୍ତି l ବୈଦେଶୀକ ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ମଧ୍ୟପ୍ରାଚ୍ୟ ଦେଶ ଗୁଡିକ ସହିତ କଥାବାର୍ତା ଚାଲିଛି କିଭଳି ଭାବେ ଶୀଘ୍ର ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯିବ l

ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ ଉତ୍କଳ ବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page