
ଓଡ଼ିଶାର ଅଗ୍ରଣୀ ସୋଲାର ଭେଣ୍ଡର ଭାବେ ପରିଚିତ ଓଁ ଶିବ ବାବା ଟ୍ରଷ୍ଟ ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ସୋଲାର ସେବା ଯୋଗାଇବା କ୍ଷେତ୍ରରେ ମାଇଲ୍ଖୁଣ୍ଟ ସ୍ଥାପନ କରିଛି l ଏହି ଟ୍ରଷ୍ଟ ଏଯାବତ ୭୫୦ରୁ ଉର୍ଦ୍ଧ୍ବ ସୋଲାର ପ୍ୟାନେଲ ସଂଯୋଗ କରି ରେକର୍ଡ ସୃଷ୍ଟି କରିଛି l ଓଁ ଶିବ ବାବା ଟ୍ରଷ୍ଟ ଉପଭୋକ୍ତାମାନଙ୍କୁ ତୁରନ୍ତ ସେବା ଦେବା ସହ ଉନ୍ନତମନର ସୋଲାର ଯୋଗାଉଛି l ଯାହାଫଳରେ ସମସ୍ତଙ୍କର ବିଶ୍ଵାସଭାଜନ ହୋଇପାରିଛି l ଖାଲିସେତିକି ନୁହେଁ ଅନେକ ବେକାର ୟୁବକଯୁବତୀମାନଙ୍କୁ ନିଯୁକ୍ତି ଦେବାରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି l ଏଥିପାଇଁ ଓଁ ଶିବ ବାବା ଟ୍ରଷ୍ଟ ବୋଲଗଡ ମହୋତ୍ସବ, ଭାପୁର ମହୋତ୍ସବ ଓ ନୂଆଗାଁ ମହୋତ୍ସବରେ ସମ୍ୱର୍ଦ୍ଧିତ ହୋଇଛି l ଓଁ ଶିବ ବାବା ଟ୍ରଷ୍ଟ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାରେ ସାରା ରାଜ୍ୟରେ କାମ କରୁଛି l ଏହି ଯୋଜନାରେ ସୋଲାର ଲଗାଇଲେ ମାସକୁ ୩୦୦ ୟୁନିଟ ମାଗଣାରେ ବିଜୁଳି ଉପଯୋଗ କରିପାରିବେ l ଏହି ଯୋଜନାରେ ସୋଲାର ଲଗାଇଲେ ଉପଭୋକ୍ତାଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡିବ ନାହିଁ l ଏଥିପାଇଁ ସରକାର ୧,୩୮,୦୦୦ ଟଙ୍କା ପର୍ଯ୍ୟନ୍ତ ସବସିଡ଼ି ଦେଉଛନ୍ତି l ଜଣେ ଉପଭୋକ୍ତା ମଧ୍ୟ ଯେ କୋଣସି ନ୍ୟାସନାଲ ବ୍ୟାଙ୍କରୁ ଲୋନ କରି ପିଏମ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ନିଜ ଛାତ ଉପରେ ସୋଲାର ସଂଯୋଗ କରିପାରିବ l ଟ୍ରଷ୍ଟ ବିଭିନ୍ନ କମ୍ପାନୀର ଯଥାକ୍ରମେ ଟାଟା, ଆଦାନି, ଲୁମିନାସ, ଆଇକନ, ଭିଂ-ଗାର୍ଡ଼, ୱାରୀ ଆଦି କମ୍ପାନୀର ସୋଲାର ଯୋଗାଉଛି l ଯଦି କୌଣସି ବ୍ୟକ୍ତି ସୋଲାର ଲଗାଇ ନିଜର ଇଲେକ୍ଟ୍ରି ବିଲ୍କୁ ଶୁନ୍ୟ କରିବାକୁ ଚାଁହୁଛନ୍ତି ୯୩୪୮୪୦୫୫୨୩୦ ନମ୍ବରରେ ଯୋଗାଯୋଗ କରନ୍ତୁ l
ରିପୋର୍ଟ- ଅଖିଳ ସୁନ୍ଦରାୟ