ଚିଲିକା ଅଞ୍ଚଳରୁ ସିରିଜ ଲୁଟ ଘଟଣା: କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ଉଦ୍ଧାର, ୧୨ ଗିରଫ.

ଖୋରଧା: ଦୁଇ ମାସ ଧରି ଖୋରଧା ଜିଲ୍ଲାର ବାଣପୁର, ବାଲୁଗାଁ, ଟାଙ୍ଗୀ ଓ ନାଚୁଣୀ ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରୁ ସିରିଜ ଲୁଟ ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ। ସୁନା ଓ ରୂପା ଅଳଙ୍କାର ଲୁଟ ଘଟଣାରେ ୧୨ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣର ଅଳଙ୍କାର ଜବତ କରାଯାଇଛି। ଖୋରଧା ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସଙ୍କ ନିର୍ଦ୍ଦେଶରେ ବାଲୁଗାଁ ଏସଡିପିଓ ସଞ୍ଜୟ ପଟ୍ଟନାୟକଙ୍କ ନେତୃତ୍ବରେ ପୋଲିସର ସ୍ବତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ… Continue reading ଚିଲିକା ଅଞ୍ଚଳରୁ ସିରିଜ ଲୁଟ ଘଟଣା: କୋଟିଏ ଟଙ୍କାର ସୁନା ଓ ରୁପା ଅଳଙ୍କାର ଉଦ୍ଧାର, ୧୨ ଗିରଫ.

ଡାକ୍ତର ଅଶୋକ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର ତା ୩/୧୧ଖ୍ୟାତନାମା ଡାକ୍ତର ,ଓଡ଼ିଆ ଭାଷା , ସାହିତ୍ୟ -ସଂସ୍କୃତି ପ୍ରେମୀ ପଦ୍ମଶ୍ରୀ ଅଶୋକ କୁମାର ମହାପାତ୍ର ଙ୍କ ବିୟୋଗରେ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ମଣ୍ଡଳର ଗୋପବନ୍ଧୁ ସଭା କକ୍ଷରେ ଶ୍ରୀ ସୀତା ବଲ୍ଲଭ ମହାପାତ୍ର ଙ୍କ ପୌରୋହିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଶ୍ରୀ ଅଲେଖ ଚନ୍ଦ୍ର ପଢ଼ିଆରୀ, ଡାକ୍ତର ଅକ୍ଷୟ ମିଶ୍ର, ପର୍ଶୁରାମ ଦ୍ଵିବେଦୀ, ଆରତି କର, ବାସନ୍ତୀ ତ୍ରିପାଠୀ,ରାମ ନାରାୟଣ ମିଶ୍ର, ମନୋଜ… Continue reading ଡାକ୍ତର ଅଶୋକ ମହାପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଖୋର୍ଦ୍ଧା,୨ ।୧୧:ବୋଲଗଡ଼ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ସଂପୁରସ୍ଥିତ ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ରତ ଦୁଇ ଜଣ ବିଦ୍ୟାର୍ଥୀ କାମଳ ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ସେମାନଙ୍କ ଅଭିଭାବକ ଙ୍କଠାରୁ ସଂପୁର ଗ୍ରାମରେ ସମ୍ପୃକ୍ତଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ରବିବାର ଦିନ ରାତ୍ର ୯ ଘଟିକାରେ ଶୁଣିବାକୁ ପାଇଥିଲେ lହଠାତ ଶ୍ରୀ ସ୍ୱାଇଁ ପ୍ରଧାନ ଶିକ୍ଷୟିତ୍ରୀ ଶୈବାଲିକା ମଲ୍ଲିକଙ୍କ ସହ ଯୋଗାଯୋଗ କରିବାରେ ଜଣେ ଅଭିଭାବକ ତାଙ୍କୁ ତାଙ୍କ ପିଲାକୁ କାମଳ… Continue reading ଚତୁର୍ଭୁଜ ଉଚ୍ଚ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା

ଧଉଳି ଥାନାରେ ଜାତୀୟ ଏକତା ଦିବସ ପାଳିତ

ବାଲିଅନ୍ତା,(ଗୋବର୍ଦ୍ଧନ ଦାସ): ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଆଜି ଧଉଳି ଥାନାରେ ଜାତୀୟ ଏକତା ଦିବସ ପାଳିତ ହୋଇଯାଇଛି l ଥାନା ଅଧିକାରୀ ସ୍ମୃତି ରଞ୍ଜନ ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୋନ-୨ ଏସିପି କୃଷ୍ଣଚନ୍ଦ୍ର ପଲେଇ ସମେତ ବରିଷ୍ଠ ନାଗରିକ, ସ୍ଥାନୀୟ ବିଶିଷ୍ଟ ବ୍ୟକ୍ତିବିଶେଷ, ପୋଲିସ ମିତ୍ର ଏବଂ ପୋଲିସ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତେ ଏକ ପଦଯାତ୍ରାରେ ବାହାରି ଶାନ୍ତିସ୍ତୁପ ଧଉଳିରେ ପହଞ୍ଚିଥିଲେ l… Continue reading ଧଉଳି ଥାନାରେ ଜାତୀୟ ଏକତା ଦିବସ ପାଳିତ

ମା,ମାଟି ପ୍ରତି ଅନୁରକ୍ତ ହୁଅନ୍ତୁ ଆଜିର ଯୁବପୀଢ଼ି/ସ୍ବର୍ଗତ ରଜନୀବିଶ୍ୱାଳ ଓ ଜଳଧର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତିରେ ପୁସ୍ତକ ଉନ୍ମୋଚିତ

ଖୋର୍ଦ୍ଧା ତା 02/11/26 ପୁଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ପୁଜ୍ୟପୂଜା ସଂସ୍କୃତି ପ୍ରାଣ, ବରିଷ୍ଠ ସମାଜସେବୀକା ସ୍ବର୍ଗତା ରଜନୀ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଅବସରରେ ନିଜଜନ୍ମ ମାଟି ବରୁଣପଡା ଠାରେ ତାଙ୍କ ପ୍ରତିମୂର୍ତ୍ତି ଓ ସାରସ୍ୱତ ସାଧକ, ଭାଷାପ୍ରାଣ ତଥା ଓଡିଶା ନାଗରିକ ମହାମଞ୍ଚର ସାଧାରଣ ସମ୍ପାଦକ, ଶିକ୍ଷାବିତ, ସମାଜସେବି ଡ଼ଃ ପ୍ରଦୀପ କୁମାର ବିଶ୍ୱାଳଙ୍କ ପିତାମାତା ଦୁଇ ସାରସ୍ୱତ ପ୍ରତିଭାଙ୍କ ପ୍ରତିମୂର୍ତ୍ତି ଅତିଥିମାନଙ୍କ ଦ୍ୱାରା ସ୍ମୃତି ଚାରଣ ସଭା ପୁସ୍ତକ “ସ୍ମୃତି ମୁକୁଟେ ମସ୍ତକ… Continue reading ମା,ମାଟି ପ୍ରତି ଅନୁରକ୍ତ ହୁଅନ୍ତୁ ଆଜିର ଯୁବପୀଢ଼ି/ସ୍ବର୍ଗତ ରଜନୀବିଶ୍ୱାଳ ଓ ଜଳଧର ବିଶ୍ୱାଳଙ୍କ ପ୍ରତିମୂର୍ତ୍ତି ଓ ସ୍ମୃତିରେ ପୁସ୍ତକ ଉନ୍ମୋଚିତ

ଶ୍ୟାମସୁନ୍ଦର ଆଦର୍ଶ ବିଦ୍ୟାପୀଠରେ ସମ୍ବର୍ଦ୍ଧନା ସମାରୋହ

ଚିଲିକା,୧/୧୧(ଆ.ପ୍ର.) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଳକ ସନ୍ନିକଟ ଡାବରଧୂଆପାଟଣା ଗ୍ରାମରେ ପ୍ରତିଷ୍ଠିତ ଶ୍ୟାମସୁନ୍ଦର ଆଦର୍ଶ ବିଦ୍ୟାପୀଠର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାସ୍କର ଚନ୍ଦ୍ର ମଙ୍ଗରାଜଙ୍କ ଗତ ଅକ୍ଟୋବରମାସ ୩୧ତାରିଖରେ ଅବସର ଗ୍ରହଣ କରିଥିବା ପରିପ୍ରେକ୍ଷୀରେ ରବିବାର ପୂର୍ବାହ୍ନରେ ପ୍ରଧାନଶିକ୍ଷକ ସନ୍ତୋଷ କୁମାର ସାହୁଙ୍କ ସଭାପତିତ୍ବରେ ବିଦ୍ୟାଳୟ ପରିସରରେ ଆୟୋଜିତ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ବାଇଁ, ମୁଖ୍ୟ… Continue reading ଶ୍ୟାମସୁନ୍ଦର ଆଦର୍ଶ ବିଦ୍ୟାପୀଠରେ ସମ୍ବର୍ଦ୍ଧନା ସମାରୋହ

ଛତିଶଗଡରେ ଓଡ଼ିଆ କଳାକାର ପୁରସ୍କୃତ

ଖୋର୍ଦ୍ଧା,୧ ।୧୧:ଛତିଶଗଡ଼, ଭିଲାଇ ସ୍ଥିତ ନୃତ୍ୟ ଧାମ କଳାସମିତି ପକ୍ଷରୁ ଆୟୋଜିତ ଦେଶ ରାଗ -୨୦୨୬ ଜାତୀୟ ନୃତ୍ୟ ଉତ୍ସବରେ ବାଲୁଗାଁ ସ୍ଥିତ ଉତ୍ତରାୟଣୀ ସଂଗୀତ ବିଦ୍ୟାଳୟର ଶିଳ୍ପୀ ମାନେ ଓଡିଶୀ ଓ ଦାଣ୍ଡିଆ ନୃତ୍ୟ ପରିବେଷଣ କରି ପୁରସ୍କୃତ ହୋଇଛନ୍ତି। ବିଶିଷ୍ଟ ଓଡିଶୀ ନୃତ୍ୟ ଗୁରୁ ମାଧବ ଚନ୍ଦ୍ର ପଲେଇ ଙ୍କ ଶିଷ୍ୟା ଆରୁଷି ବଳିୟାରସିଂହ, ଆଦର୍ଶୀ ଦାସ ପ୍ରମୁଖ ଶିଶୁ ଶିଳ୍ପୀ ମାନେ ଭି୍ଲାଇ ସ୍ଥିତ ଏସ ଏନ ଜି ଭି ପି ପ୍ରେକ୍ଷା… Continue reading ଛତିଶଗଡରେ ଓଡ଼ିଆ କଳାକାର ପୁରସ୍କୃତ

ଲୋକିପୁର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ଖୋର୍ଦ୍ଧା,୧ ।୧୧:ବାଣପୁର ବ୍ଲକ, ନାଚୁଣୀ କ୍ଲଷ୍ଟର ଅନ୍ତର୍ଗତ ଲୋକିପୁର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସୁବୁଦ୍ଧିଙ୍କର କାର୍ଯ୍ୟ ନିବୃତ୍ତି ଅବସରରେ ବିଦ୍ୟାଳୟ ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇ ଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନାଚୁଣୀ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟାପକ ଗଙ୍ଗାଧର ପ୍ରଧାନ, ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ସମ୍ମାନୀତ ଅତିଥି ଭାବେ ନାଚୁଣୀ କ୍ଲଷ୍ଟରର ସି ଆର ସି ସି ମଧୁସୂଦନ ଭୋଇ,… Continue reading ଲୋକିପୁର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ।

ବଡ଼କୁଳ ହାଇସ୍କୁଲରେ ବାଲୁଗାଁ ପୋଲିସର ସଚେତନତା ଶିବିର ଅନୁଷ୍ଠିତ

ବାଲୁଗାଁ, ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବାଲୁଗାଁ ଥାନା ପକ୍ଷରୁ ବଡ଼କୁଳ ହାଇସ୍କୁଲରେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲୁଗାଁ ଥାନା ଆଇଆଇସି ନିଜେ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ନିଶା ମୁକ୍ତ ଓଡ଼ିଶା ଅଭିଯାନ ବିଷୟରେ ବୁଝାଇବା ସହ ବର୍ତ୍ତମାନ ସମୟରେ ବଢୁଥିବା ସାଇବର ଅପରାଧ ଏବଂ ସାଇବର ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଁ ଏକ କୁଇଜ୍ ପ୍ରତିଯୋଗିତା… Continue reading ବଡ଼କୁଳ ହାଇସ୍କୁଲରେ ବାଲୁଗାଁ ପୋଲିସର ସଚେତନତା ଶିବିର ଅନୁଷ୍ଠିତ

ବାଲୁଗାଁରେ ଚୋରୀ ଘଟଣାର ପର୍ଦ୍ଦାଫାସ, ୨ ଚୋର ଗିରଫ

ବାଲୁଗାଁ,: ବାଲୁଗାଁ ଥାନା ଅଞ୍ଚଳରେ ଘଟିଥିବା ଏକ ଚୋରୀ ଘଟଣାର ପର୍ଦ୍ଦାଫାସ କରିଛି ବାଲୁଗାଁ ପୋଲିସ। ଏହି ଘଟଣାରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରୀ ସାମଗ୍ରୀ ଜବତ କରିଛି।ସୂଚନା ଅନୁଯାୟୀ, ବାଲୁଗାଁ ଥାନା କେସ ନଂ ୧୨୩/୨୬, ତା ୦୧.୦୪.୨୬, ଧାରା ୩୩୧(୪)/୩୦୫(ଏ) BNS ରେ ଏକ ବର୍ଗଲାରୀ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ କରି ବାଲୁଗାଁ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ସେମାନଙ୍କ… Continue reading ବାଲୁଗାଁରେ ଚୋରୀ ଘଟଣାର ପର୍ଦ୍ଦାଫାସ, ୨ ଚୋର ଗିରଫ

You cannot copy content of this page