ଯୁକ୍ତଦୁଇ ବିଜ୍ଞାନରେ ଆକାଂକ୍ଷା ଙ୍କ ସଫଳତା

ନୟାଗଡ: ନୟାଗଡ ଜିଲ୍ଲା, ଭାପୁର ବ୍ଲକ ଅନ୍ତର୍ଗତ କରବର ଗ୍ରାମର ଆକାଂକ୍ଷା ଙ୍କ ଅସ୍ମିକା ଯୁକ୍ତଦୁଇ ବିଜ୍ଞାନ 2025 ଓଡିଶା ବୋର୍ଡ ଅଧୀନ ବାର୍ଷିକ ପରୀକ୍ଷା ରେ 94.8% ପ୍ରତିଶତ ନମ୍ବର ରଖି ଅର୍ଥାତ 600 ରୁ 569 ନମ୍ବର ଅହେତୁକ ସଫଳତା ହାସଲ କରିବା ସହିତ ନୟାଗଡ ହାୟର ସେକେଣ୍ଡେରୀ ସ୍ୱୟଂ ଶାସିତ ଅର୍ଥାତ ନିଜ ବିଦ୍ୟାଳୟ କୁ ଗୌରାବାନ୍ୱିତ କରିଛନ୍ତି l ଝିଅମାନେ ବି କୌଣସି ଗୁଣରେ କମ ନୁହଁନ୍ତି, ଏହା ପୁନର୍ବାର ପ୍ରମାଣିତ କରିଛନ୍ତି ଆକାଂକ୍ଷା ଅସ୍ମିକା l ଏଠାରେ ସୂଚନାଯୋଗ୍ୟ ଯେ ତାଙ୍କ ପିତା ସୁଶାନ୍ତ କୁମାର ମଲ୍ଲିକ ଓ ମାତା ମଧୁସ୍ମିତା ପ୍ରଧାନଙ୍କ ସୁଯୋଗ୍ୟା ସନ୍ତାନ ଅଟନ୍ତି l ଶିକ୍ଷାବିତ ରମେଶ ଚନ୍ଦ୍ର ସାମନ୍ତରାୟ ଙ୍କ ସହ ବହୁ ଶିକ୍ଷକ, ବୁଦ୍ଧିଯିବି, ଶୁଭେଛୁ ମାନଙ୍କ ଅଭିନନ୍ଦନ ର ବାର୍ତ୍ତା ଛୁଟିବାରେ ଲାଗିଛି ବୋଲି ଏକ ପ୍ରେସ ବାର୍ତ୍ତା ମାଧ୍ୟମରେ ନାରାୟଣ ଖୁଣ୍ଟିଆ ଜଣାଇଛନ୍ତି l

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page