ରଥଯାତ୍ରା ଉପଲକ୍ଷେ ଉତ୍ତରା ଛକରେ ଭକ୍ତଙ୍କ ପାଇଁ ଜଳଛତ୍ର ସେବା

ଉତ୍ତରା: ପବିତ୍ର ରଥଯାତ୍ରା ଉପଲକ୍ଷେ ସମ୍ପର୍କ ହୃଦୟ ଫାଉଣ୍ଡେସନ ଆନୁକୁଲ୍ୟରେ ଉତ୍ତରା ଛକ ନିକଟରେ ପୁରୀକୁ ଯାଉଥିବା ଅଗଣିତ ଭକ୍ତଙ୍କ ପାଇଁ ପଥପ୍ରାନ୍ତ ଜଳଛତ୍ର ସେବା ଯୋଗାଇ ଦିଆ ଯାଇଅଛି। ସମ୍ପର୍କ ହୃଦୟ ପରିବାର ସଦସ୍ୟ ଜ୍ୟୋତି ରଞ୍ଜନ ନାୟକଙ୍କ ନେତୃତ୍ଵ ରେ ସମ୍ପର୍କ ହୃଦୟ ପରିବାରର ସମ୍ପାଦକ ବସନ୍ତ କୁମାର ସାହୁ, ତାରାକାନ୍ତ ସାହୁ, କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ପରିବାରର ସଦସ୍ୟ ଅଜୁ ସାହୁ, ମନୋଜ ସାହୁ, ରାଜୀବ ମହାରଣା, ବବୁଲ ସାହୁ, ଶିବ ପ୍ରସାଦ, ବିଶ୍ୱଜିତ୍, ଅନୁପ, ପ୍ରତାପ, ଗୋଲଖ, ରଶ୍ମି ଦିଦି, ଲକ୍ଷ୍ମୀ ଦିଦି, ସ୍ୱାଗତିକା, ଆଶା, ଅଞ୍ଜଳି, ଦିପା, ଚିଙ୍କି ଓ ଅନ୍ୟାନ୍ୟ ସଦସ୍ୟ ଉପସ୍ଥିତି ରହି ସେବାକାର୍ଯ୍ୟରେ ସହ ଯୋଗ କରିଥିଲେ। ପରିଶେଷ ଧଉଳି ଅଞ୍ଚଳର ଯୁବ ନେତୃତ୍ଵ ନେଉଥିବା ରାକେଶ, କାଳୁ ବାବୁ ଏବଂ ନୂଆ କରି ଗଢି ଉଠିଥିବା clasic foundation, love star assocation ଧନ୍ୟବାଦ୍ ଜ୍ଞାପନ କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page