ରାଜ ଗୋପାଳ ନଗର ରେ ବିଶ୍ଵ ମହିଳା ଦିବସ ପାଳିତ

ଭବାନୀପାଟଣା : ଭବାନୀପାଟଣା ସ୍ଥିତ ରାଜ୍ ଗୋପାଳ ନଗର ଠାରେ ଅପରାହ୍ନ ୪ ଘଣ୍ଟା ସମୟରେ ରାଜୀବ ଗାନ୍ଧି ପଞ୍ଚାୟତ ରାଜ୍ ସଙ୍ଗଠନ ତରଫରୁ ଆନ୍ତର୍ଜାତୀୟ ବିଶ୍ଵ ମହିଳା ଦିବସ ପାଳନ କରାଯାଇଥିଲା। ଜନ୍ମ ମାଟି ସୁରକ୍ଷା ସଂଗ୍ରାମ ସମିତି ର ବରିଷ୍ଠ ସଦସ୍ୟା ବବିତା ରାଣୀ ଦାସ ଙ୍କ ସଭାପତି ତ୍ୱରେ ସଂଗଠନ ର ଅନ୍ୟତମ ସଦସ୍ୟା ବର୍ଷା ରାଣୀ ସରାଫ, ଏକତା ପରିଷଦ ର ଜୟନ୍ତୀ ନାଏକ, ଉଷାରାଣୀ ବେହେରା, ସ୍ନିଗ୍ଧା ପଟ୍ଟନାୟକ, ରାଜୀବ ଗାନ୍ଧି ପଞ୍ଚ୍ୟାତାୟ ରାଜ ସଂଘଠନ ର ରଜ୍ୟ ସାଧାରଣ ସମ୍ପାଦକ ସରୋଜ ବାଗ, ରାଜୀବ ଗାନ୍ଧି ପଂଚାୟତ ରାଜ ସଂଘଠାନ ସଦସ୍ୟା ବେଣୁ ଦୁର୍ଗା, ଥୁଆମୂଲ୍ ରାମପୁର ବ୍ଲକ୍ ସଂଯୋଜକ ପରମେଶ୍ବର ନାଏକ ଉପସ୍ଥିତ ରହି ସମାଜରେ ନାରୀମାନଙ୍କ ସ୍ଥିତି ଏବଂ ନାରୀ ଶିକ୍ଷା ସାମାଜିକ ଅର୍ଥନୀତିକ ଏବଂ ରାଜନୀତିକ କ୍ଷେତ୍ରରେ ମହିଳା ମନଙ୍କର ଭୂମିକା କିପରି ରହିଛି ଏବଂ ସଙ୍ଗଠନ ଦ୍ଵାରା ନିଜର ହକ୍ ଓ ଅଧିକାରକୁ କିପରି ପାଇ ପାରିବେ ସେ ଉପରେ ଆଲୋକ ପାତ୍ କରିଥଲେ। କାର୍ଯ୍ଯ କ୍ରମେ ରେ ୫୦ରୁ ଉର୍ଦ୍ଧ ମହିଳା ଉପସ୍ଥିତ ଥିବାବେଳେ ଶେଷରେ ବର୍ଷା ରାଣୀ ସରାଫ ମହିଳା ଦିବସ ଧନ୍ୟବାଦ୍ ଦେଇ ସମାପନ କରି ଥିଲେ।

ଭବାନୀପାଟଣାରୁ ଜଗନ୍ନାଥ ନାଏକ, (ଉତ୍କଳବୁଲେଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page