ଅନ୍ଧାରୁଆ ନିକଟସ୍ଥ ଦାସପୁର ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ

ଭୁବନେଶ୍ୱର: ଅନ୍ଧାରୁଆ ନିକଟସ୍ଥ ଦାସପୁର ମୌଜା ତଳସାହି ଠାରେ ବିଶ୍ୱଶାନ୍ତି, ମୈତ୍ରୀ, ଭାତୃଭାବ ନିମିତ ବ୍ରହ୍ମଲୀନ ବ୍ରହ୍ମଅବଧୂତ ଜୟକୃଷ୍ଣବାବାଙ୍କ ପୂର୍ବ ଆଦେଶ ଅନୁସାରେ ପ୍ରାର୍ଥର୍ନା, ପ୍ରଭୁ ନାମ, ଭଜନ ଗାୟନ ପ୍ରମୁଖ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ପ୍ରାତଃ କାଳରେ ବାଲ୍ୟଲୀଳା ଅର୍ପଣ, ତତସହିତ ବାଲ୍ୟମହାପ୍ରସାଦ ବିତରଣ କରାଯାଇଥିଲା । କାର୍ଯ୍ୟକ୍ରମରେ ନଗର ଭଜନ କୀର୍ତ୍ତନ ଅନୁଷ୍ଠିତ ହେବା ସହିତ ବହୁ ମହିମାଧର୍ମୀ ସାଧୁସନ୍ନ୍ୟାସୀ, ଭକ୍ତବୃନ୍ଦ, ସ୍ଥାନୀୟ ଗ୍ରାମବାସୀ ଯୋଗଦାନ କରି ଅଲେଖ ପ୍ରଭୁ ପରଂବ୍ରହ୍ମଙ୍କ ଆଶିର୍ବାଦ ଲାଭ କରିଥିଲେ ବୋଲି ମହିମା ସେବା ପାଉଣ୍ଡେସନ ସଭାପତି ସମାଜସେବୀ ନାରାୟଣ ଖୁଂଟିଆ ଜଣାଇଛନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page