କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ

ଭୁବନେଶ୍ୱର: କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ । ଏବେ ନିର୍ବାଚନ ମାହୋଲ ଚାଲିଥିବାବେଳେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ଲୋକସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ତେବେ ଦଳ ଦୁଲାଲଙ୍କ ଠାରୁ ଟିକେଟ ଫେରାଇ ନେବା ପରେ ସେ ଦଳ ଛାଡ଼ିଥିବା ଜଣାପଡ଼ିଛି । ଏଆଇସିସି ସଭାପତି ଖଡ଼ଗେଙ୍କ ନିକଟକୁ ସେ ତାଙ୍କ ଇସ୍ତଫା ପତ୍ର ପଠାଇଦେଇଥିବା ଜଣାପଡିଛି । କଂଗ୍ରେସ ଦଳରୁ ଦୁଲାଲଙ୍କୁ ସମ୍ବଲପୁର ଲୋକସଭାରୁ ପ୍ରର୍ଥୀ କରାଯାଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page