ଚାନ୍ଦବାଲି ନୟାଧାମରା ଗ୍ରାମରେ ୭୬ତମ ସାଧାରଣନ୍ତ୍ର ଦିବସ ପାଳିତ

ଚାନ୍ଦବାଲି : ଆଜି ସାରା ଦେଶ ପାଳନ କରୁଛି ୭୬ତମ ସାଧାରଣତନ୍ତ୍ର ଦିବସ। ଦିଲ୍ଲୀଠୁ ପଲ୍ଲୀ ସବୁଠି ଉଡୁଛି ତ୍ରିରଙ୍ଗା। ଏହି ଅବସରରେ ଆଜି ଚାନ୍ଦବାଲି ଏନେସି ୧୦ନମ୍ବର ଓ୍ବାଡରେ ନୟାଧାମରା ଗ୍ରାମରେ ୭୬ତମ ସାଧାରଣନ୍ତ୍ର ଦୀବସ ପାଳିତ ହୋଇଯାଇଛି | ପ୍ରଥମେ ଭାରତୀୟ ସଂସ୍କୂତି ଅନୁଯାୟୀ ଜାତୀୟ ପତକାକୁ ସମ୍ମାନଜଣାଇ ବିଦ୍ଯାଧର ବେହେରା ଜାତୀୟ ପତକା ଉତ୍ତୋଳନ କରିଥିଲେ | ପରେପରେ ଜହ୍ନ, ମନ, ଚୁଇଁ, ପାଚୁ, ମିକି, ଚିକି, ଗଣେଶ ସାମଲ, ଟ୍ଯୁକିଲ ଏବଂ ମାଳବିକା ବେହେରା ଗୁଲଙ୍କ ଦ୍ବାରା ଜାତୀୟ ସଙ୍ଗିତ ଗାନକରାଯାଇଥିଲା | ପରେ ପରେ ବିଦ୍ଯାଧର ବେହେରା ସାଧାରଣନ୍ତ୍ର ଦିବସ ବିଷୟରେ ସମସ୍ତଙ୍କୁ କହିଥିଲେ | ଶେଷରେ ଜଳପାନ କରାଯାଇଥିଲା | ଦିବସଟିକୁ ବିରାମ ଦିଆଯାଇଥିଲା |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page