ବଲାଙ୍ଗିର, ବଲାଙ୍ଗିରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗିର ବରକାନିରେ ଓଭିଓ ଅଣ୍ଡା ପ୍ରକ୍ରିୟାକରଣ ଫାର୍ମ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ I ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ବୋଧନ I ବଲାଙ୍ଗିରର ବିକାଶ ହେଲେ ରାଜ୍ୟର ବିକାଶ ହେବ, ସାରା ଦେଶର ବିକାଶ ହେବ I ବଲାଙ୍ଗିରର ସର୍ବାଙ୍ଗୀନ ଉନ୍ନତି ହେଲେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ I ବଲାଙ୍ଗିରର ଅଣ୍ଡା ଅନ୍ତର୍ଜାତୀୟ ସ୍ତରରେ ଢେର୍ ଆଦର ଲାଭ କରିଛି I ସବୁ କ୍ଷେତ୍ରର ଖେଳାଳିମାନଙ୍କ ପାଇଁ ଅଣ୍ଡାର ଚାହିଦା ବଢ଼ିଛି l
ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍