ହାଇଦ୍ରାବାଦ 2024ଫିତ ନେସନାଲ କଂଫୁ ରେ କଳାହାଣ୍ଡି ଚମ୍ପିୟାନ

କଳାହାଣ୍ଡି,୧୯|୧୨(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ):-କଳାହାଣ୍ଡି ଜ଼ିଲ୍ଲା କେସିଙ୍ଗା ବ୍ଲକ ରୁ ୧୭ ଜଣ ଓ କଳାହାଣ୍ଡି ର ୧0 ଜଣ ହାଇଦ୍ରାବାଦ ଠାରେ ଅନୁଷ୍ଠିତ ହେଇଥିବା ଫିତ ନେସନାଲ କମ୍ଫ୍ହୁ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ | କଳାହାଣ୍ଡି ରୁ ମୋଟ ୨୭ ଜଣ ହାଇଦ୍ରାବାଦ ଠାରେ ବିଜୟ ହେବା ସହ ନିଜ ଗ୍ରାମର ନାମକୁ ଲୋକ ଲୋଚନ ରେ ଆଣିବା ସହ କଳାହାଣ୍ଡି ଜ଼ିଲ୍ଲା ର ଗୌରବ ରଖି ଆଗେଇଛନ୍ତି l
ଏହି କଂଫୁରେ କେସିଙ୍ଗା ବ୍ଲକ ର ଭବାନୀ ମଳିକ ଓ ସନ୍ତୋଷିନୀ ସାହୁ ପୋଲିସରେ କାର୍ଯ୍ୟରତ ଏଏସଆଇ ଙ୍କ ଏକମାତ୍ର ପୁଅ ବିଭୁତି ମଳିକ ଗୋଲଡ଼ ମେଡ଼ାଲିଷ୍ଟ ନେସନାଲ ଚମ୍ପିୟାନ ହାସଲ କରିଛନ୍ତି | ସେହିପରି ସୁମନ ଦୁର୍ଗା, ଦିବ୍ୟଂଶୁ ସୁନା, ଆୟୁଷ କୁମାର ହେର୍ଣ୍ଣା, କୁନାଲ ବାରିକ, ଉମାଶଙ୍କର ଦୀପ, ଉତୀର୍ଣ୍ଣ ହୋଇ ହାଇଦ୍ରାବାଦ ଠାରେ ଗୋଲଡ଼ ମେଡ଼ାଲିଷ୍ଟ ହାସଲ କରିଥିବା ବେଳେ l କେସିଙ୍ଗା ଶିଳଭର ପ୍ରତିଯୋଗିତା ରେ ଅନାମିକା ସୁନା, ଆକାଂକ୍ଷା ଦାସ, ଚନ୍ଦନ ସାହୁ, ପ୍ରମୋଦ ବେହେରା, ଅଭିଜିତ ସାହୁ, ଚେଇଁତନ୍ୟ ନାଗ ସିଲଭର ମେଡ଼ାଲିଷ୍ଟ ପୁରସ୍କୃତ ହୋଇଥିଲେ | ସେହିପରି କଳାହାଣ୍ଡି ଜିଲ୍ଲା ରୁ ଆସିଥିବା ଗୁଣସାଗର ଦାସ, ବିଶ୍ୱଜିତ ନାଏକ, ଗଣେଶ ବାଗ ପ୍ରେନ୍ସ ଦୀପ, ଗୋଲଡ଼ ମେଡ଼ାଲିଷ୍ଟ କିରଣ ମହାନଦ ଗୋଲଡ଼ ମେଡ଼ାଲିଷ୍ଟ ମୁଁହିତ ସାଗର ଗୋଲ ମେଡ଼ାଲିଷ୍ଟ ଆୟୁଷ ସାଗର, ସିଲଭର ନମ୍ରାଟ ସେଠି, ଗୋଲଡ଼ ମେଡ଼ାଲିଷ୍ଟ,ଯି, ଗାର୍ଗୀ ମଧ୍ୟ୍ୟ ଉପକୃତ ହୋଇ ଥିଲେ l ବ୍ରୋଂଜ଼ ପ୍ରତି ଯୋଗିତାରେ ମଧ୍ୟ୍ୟ ନିଜ ନାମ ରଖି କଳାହାଣ୍ଡି ର ନାମ ହାଇଦ୍ରାବାଦ ଠାରେ ଚହଳ ପକାଇଛନ୍ତି l କଳାହାଣ୍ଡି ରୁ ବିଜୟ ତାଣ୍ଡି କୋଚ ଆୱାର୍ଡ ଓ ଦେବାଶିଷ ରାବଳ ବ୍ରୋଞ୍ଚ ମେଡ଼ାଲିଷ୍ଟ ଭାବେ ପୁରସ୍କୃତ ହୋଇଥିଲେ | ଦୁଇଟି ୱାଇଟ ସୋ ଯାହା ଫାଇଟ ଓ କଟା ପ୍ରତିଯୋଗିତା ରେ କେସିଙ୍ଗା ରୁ ଛାତ୍ର ଛାତ୍ରୀ ମାନଙ୍କର ଟଲସଟୟ ଦୁର୍ଗା, କୋଚ ମାଷ୍ଟର ଆୱାର୍ଡ ପାଇଥିଲେ l ହାଇଦ୍ରାବାଦ ରୁ ଚମ୍ପିୟାନ ହୋଇ ଗୋଲଡମେଡାଲିଷ୍ଟ ସହ ସିଲଭର ମେଡ଼ାଲିଷ୍ଟ ହାସଲ କରି ନିଜ ମାଟି ଙ୍କୁ ଆସି କେସିଙ୍ଗା ରେଳ ଷ୍ଟେସନ ସମ୍ମୁଖରେ ସୁ ସ୍ୱାଗତ ସହ ଫୁଲ ମାଲ ଅର୍ପଣ କରି ସ୍ୱାଗତ କରିଥିଲେ l ଏଥିରେ କେସିଙ୍ଗା ଅଞ୍ଚଳ ରେ ଗର୍ବ ଓ ଗୌରବ ସୁଅ ଛୁଟୁଥିବା ଦେଖିବାକୁ ମିଳିଛି |
କଳାହାଣ୍ଡି ଜ଼ିଲ୍ଲା ରୁ ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ |

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News