ନୂଆଦିଲ୍ଲୀ :[1:01 am, ] Priyabrata Barik: ଏୟାର ଇଣ୍ଡିଆର ବଡ଼ ଭୁଲ କାନାଡ଼ା ପଠାଇ ଥିଲା ଭୁଲ ବିମାନ, ନୂଆଦିଲ୍ଲୀ ରୁ କାନାଡ଼ା ଯାତ୍ରୀକୁ ନେଇ କାନାଡ଼ା ଯିବାରଥିଲା ବୋଇଙ୍ଗ ବିମାନ 777-000ER ବଦଳରେ ପଠାଇଥିଲା 777-200LR ବିମାନ l ଏହା କେମିତି ଏୟାର ଇଣ୍ଡିଆର ଏତେ ବଡ଼ ଭୁଲ ଥିଲା? ଆପଣମାନେ ଜାଣି ଥିବେ ବିମାନ ଯାତ୍ରା ସମୟରେ କେମିତି ଯାତ୍ରୀ ମାନେ ବିମାନରେ ଯାତ୍ରା କରନ୍ତି, ଟିକେଟ ଚେକିଂ, ଲଗେଜ, କେତେଜଣ ଯାତ୍ରୀ ଯିବେ ତାହାର ଲିଷ୍ଟ ମଧ୍ୟ୍ୟ ଥାଏ ଏହି ସବୁ ସାରିବା ପରେ ଯାତ୍ରୀ ମାନଙ୍କୁ ବିମାନରେ ଚଢିବା ପାଇଁ ଅନୁମତି ଦିଆଯାଏ l କିନ୍ତୁ ଭୁଲ କେଉଁଠି ରହିଲା? ବିମାନଟି ଯାତ୍ରୀଙ୍କୁ ନେଇ ଉଡାଣ ଭରିଲା କିନ୍ତୁ ହଠାତ 8ରୁ 9ଘଣ୍ଟା ବିମାନ ଉଡାଣ ଭରିବା ପରେ ଜଣା ପଡିଲା ଯେ ଏହି ବିମାନ ଟି କାନାଡ଼ା ଯିବାକୁ ଅନୁମତି ନାହିଁ l

ଏହି ବିମାନଟି ଉଡାଣ ଭରିବା ପରେ ବାଂଲାଦେଶ ଏବଂ ମିଆଁମାର ଆକାଶ ପଥ ଦେଇ କାନାଡ଼ା ଯିବାରଥିଲା l କିନ୍ତୁ କଥା ହେଲାକି ଚୀନ ଆକାଶ ମାର୍ଗରେ ବିମାନଟି ଥିଲା l ଏୟାର ଇଣ୍ଡିଆର ପରିଚାଳନାଗତ ତୃଟି ଜଣାପଡିଲା ଯେଉଁ ବିମାନଟି ଯାତ୍ରୀଙ୍କୁ ନେଇ କାନାଡ଼ା ଯାଉଛି ସେହି ବିମାନଟି ଏହି ବିମାନ ନୁହେଁ l ତୃଟି ଜାଣିବା ପରେ ଏୟାର ଇଣ୍ଡିଆ ଆଦେଶ ଦେଲା ଚୀନ ରୁ ପୁଣି ନୂଆଦିଲ୍ଲୀ କୁ ଯାତ୍ରୀଙ୍କୁ ନେଇ ଫେରି ଆସୁ l ଏହି ବିମାନଟି କାନାଡ଼ା କୁ ଯିବାକୁ ପରିମିସନ ନାହିଁ l କାଳେ କାନାଡ଼ା ଏୟାର ସ୍ପେସ ବିମାନଟିକୁ ଲ୍ୟାଣ୍ଡିଂ ପାଇଁ ଅନୁମତି ଦେଇ ନ ପରେ? ଆପଣ ମାନେ ଜାଣି ଥିବେ ଏୟାର ଇଣ୍ଡିଆ ର ଅନେକ ଗୁଡିଏ ତୃଟି ଯୋଗୁ କେତେ ଗୁଡିଏ ବିମାନ ଅଘଟଣ ଘଟିଛି, ଏହି ଘଟଣା 19/3/2026ତାରିଖର l ଆୟର ଇଣ୍ଡିଆ କେଉଁଠି ତୃଟି ରହିଲା କଣ ତୃଟି ରହିଲା ଆଗାମୀ ଦିନରେ ଯାଞ୍ଚ ହେଲା ପରେ ଜଣା ପଡିବ l ପ୍ରିୟବ୍ରତ ବାରିକ ଙ୍କ ରିପୋର୍ଟ ଉତ୍କଳ ବୁଲେଟିନ