ଭୁବନେଶ୍ୱର – 21/03 ମାତୃଭାଷା ହିଁ ସୃଜନଶୀଳତାର ମୁଖ୍ୟ ପୃଷ୍ଠଭୂମି | ମାତୃଭାଷାରେ ଯିଏ ଯେତେ ବଳିଷ୍ଠ ସିଏ ଅନ୍ୟ ସବୁ ଭାଷାରେ ମଧ୍ୟ ବଳିଷ୍ଠ ହୋଇ ପାରିବ | ମାତୃଭାଷା ହିଁ ପିଲାକୁ ଆତ୍ମ ଶକ୍ତି ପ୍ରଦାନ କରିଥାଏ | ପେଟପାଟଣାର ଭାଷା ଯେତେବେଳେ ମାତୃଭାଷା ହୋଇଯାଏ ସେତେବେଳେ ସମସ୍ତ ବ୍ୟକ୍ତି ବିଶେଷ ମାତୃ ଭାଷାରେ ନିଜର ସୃଜନଶୀଳତା ଦେଖେଇ ପାରିବେ | ନିଜର ଧି ଶକ୍ତିକୁ ବଳ ଯୋଗେଇଥାଏ ମଧ୍ୟ ମାତୃଭାଷା | ସେଥିପାଇଁ… Continue reading ବିଶ୍ୱ କବିତା ଦିବସ ଅବସରରେ ଅକ୍ଷରା ସାହିତ୍ୟ ସଂସଦ ତରଫରୁ ସାହିତ୍ୟ ସଭା
ବିଶ୍ୱ କବିତା ଦିବସ ଅବସରରେ ଅକ୍ଷରା ସାହିତ୍ୟ ସଂସଦ ତରଫରୁ ସାହିତ୍ୟ ସଭା