କଂଗ୍ରେସର ବିଧାନସଭା ପ୍ରାର୍ଥୀ ତାଲିକା:

ଭୁବନେଶର: କଂଗ୍ରେସ ଓଡ଼ିଶାର ଆଉ ୭୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ଦଳ ୯ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଜାରି କରିଥିଲା। ଆଜି ୭୫ଟି ବିଧାନସଭା ଆସନରେ ଦଳ ପାଇଁ କିଏ ପ୍ରାର୍ଥୀ ହେବେ, ତା’ର ତାଲିକା ସାର୍ବଜନୀନ କରିଛି କଂଗ୍ରେସ। କଂଗ୍ରେସର ପ୍ରାର୍ଥୀ ତାଲିକା- ଅତାବିରା- ଅଭିଷେକ ସେଠ୍‌, ତଳସରା- ଦେବେନ୍ଦ୍ର ଭିଟାରିଆ, କୁଚିଣ୍ଡା- କେଦାରନାଥ ବରିହା, ରେଙ୍ଗାଲି- ଦିଲୀପ ଦୁରିଆ, ସମ୍ବଲପୁର- ଦୁର୍ଗା ପ୍ରସାଦ ପାଢ଼ୀ, ରେଢ଼ାଖୋଲ- ଅସଫ ଅଲ୍ଲୀ ଖାନ୍‌, ଦେବଗଡ଼- ସେମ୍‌ ହେମ୍ବ୍ରମ୍‌, ତେଲକୋଇ- ନିର୍ମଳ ଚନ୍ଦ୍ର ନାୟକ, ଘସିପୁରା- ସୁବ୍ରତ ଚକ୍ର, ଆନନ୍ଦପୁର- ଜୟଦେବ ଜେନା, ପାଟଣା- ହୃଷିକେଶ ନାଏକ, କେନ୍ଦୁଝର- ପ୍ରତିଭା ମଞ୍ଜରୀ ନାଏକ, ଚମ୍ପୁଆ- ଯଶୋବନ୍ତ ଲାଘୁରୀ, ଯଶୀପୁର- ଶ୍ୱେତା ଚତ୍ତର, ସାରସକଣା- ରାମକୁମାର ସୋରେନ, ରାଇରଙ୍ଗପୁର- ଯୋଗେନ୍ଦ୍ର ବନ୍‌ରା, ବାଙ୍ଗିରିପୋଷି- ମୁରଲୀଧର ନାଏକ, କରଞ୍ଜିଆ- ଲକ୍ଷ୍ମୀଧର ସିଂହ, ଉଦଳା- ଦୁର୍ଗାଚରଣ ଟୁଡୁ, ବାରିପଦା- ବାଦଲ ହେମ୍ବ୍ରମ୍‌, ମୋରଡ଼ା- ପ୍ରଭାସ କରମହାପାତ୍ର, ଭୋଗରାଇ- ସତ୍ୟଶିବ ଦାସ, ବସ୍ତା- ବିଜନ ନାୟକ, ରେମୁଣା- ସୁଦର୍ଶନ ଜେନା, ସୋର- ସୁବ୍ରତ ଧଡ୍ଡା, ସିମୁଳିଆ- ହିଂମାଶୁ ଶେଖର ବେହେରା, ଭଣ୍ଡାରୀପୋଖରୀ- ନିରଞ୍ଜନ ପଟ୍ଟନାୟକ, ଭଦ୍ରକ- ଅସିତ ପଟ୍ଟନାୟକ, ବାସୁଦେବପୁର- ଅଶୋକ ଦାସ, ଧାମନଗର- ରଞ୍ଜନ ବେହେରା, ଚାନ୍ଦବାଲି- ଅମୀୟ ମହାପାତ୍ର, ବିଞ୍ଝାରପୁର- କନକଲତା ମଲ୍ଲିକ୍‌, ବରୀ- ଆରତି ଦେଓ, ଧର୍ମଶାଳା- କିଶନ ପଣ୍ଡା, ଯାଜପୁର- ସୁଦୀପ କର, କୋରେଇ- ବନ୍ଦିତା ପରିଡ଼ା, ଢେଙ୍କାନାଳ- ସୁସ୍ମିତା ସିଂଦେଓ, ହିନ୍ଦୋଳ- ଗୋବର୍ଦ୍ଧନ ଶେଖର ନାୟକ, କାମାକ୍ଷାନଗର- ବିପ୍ରବର ସାହୁ, ପରଜଙ୍ଗ- ରଞ୍ଜିତ କୁମାର ସାହୁ, ତାଳଚେର- ପ୍ରଫୁଲ୍ଲ ଚନ୍ଦ୍ର ଦାସ, ଅନୁଗୁଳ- ଅମ୍ବିକା ପ୍ରସାଦ ଭଟ୍ଟ, ଛେଣ୍ଡିପଦା- ନରୋତ୍ତମ ନାୟକ, ଆଠମଲ୍ଲିକ- ବିଜୟାନନ୍ଦ ଚାଉଳିଆ, ବୀରମହାରାଜପୁର- ପ୍ରଦୀପ ସେଠୀ, ସୋନପୁର- ପ୍ରିୟବ୍ରତ ସାହୁ, ଟିଟିଲାଗଡ଼- ବୀରେନ୍ଦ୍ର ବାଗ୍‌, ଖଡ଼ିଆଳ- କମଳ ଚରଣ ତାଣ୍ଡି, ବାଲିଗୁଡ଼ା- ଉପେନ୍ଦ୍ର ପ୍ରଧାନ, ବଡ଼ମ୍ବା- ସଞ୍ଜୟ କୁମାର ସାହୁ, ବାଙ୍କୀ- ଦେବାଶିଷ ପଟ୍ଟନାୟକ, ଆଠଗଡ଼- ମେହବୁବ ଅହମ୍ମଦ ଖାନ୍‌, ଚୌଦ୍ୱାର କଟକ- ମୀରା ମଲ୍ଲିକ, ନିଆଳି- ଜ୍ୟୋତିରଂଜନ ମଲ୍ଲିକ୍‌, କଟକ ସଦର- ରାମଚନ୍ଦ୍ର ଗୋଚ୍ଛାୟତ, ସାଲେପୁର- ଆକ୍ୱିକ ଉଜମାନ ଖାନ୍‌, ପାଟକୁରା- ରତିକାନ୍ତ କାନୁନଗୋ, ଆଳି- ଦେବସ୍ମିତା ଶର୍ମା, ପାରାଦୀପ- ନିରଞ୍ଜନ ନାୟକ, ତିର୍ତ୍ତୋଲ- ହିଂମାଶୁ ଭୂଷଣ ମଲ୍ଲିକ, ବାଲିକୁଦା-ଏରସମା- ଇ. ନଳିନୀ ସ୍ୱାଇଁ, ବେଗୁନିଆ- ପୃଥ୍ୱୀବଲ୍ଲଭ ପଟ୍ଟନାୟକ, ପୁରୀ- ସୁଜିତ ମହାପାତ୍ର, ବ୍ରହ୍ମଗିରି- ମିତ୍ରଭାନୁ ମହାପାତ୍ର, ଜୟଦେବ- ଜୟନ୍ତ କୁମାର ଭୋଇ, ଏକାମ୍ର ଭୁବନେଶ୍ୱର- ପ୍ରଶାନ୍ତ ଚମ୍ପତ୍ତି, ଜଟଣୀ- ସନ୍ତୋଷ ଜେନା, ରଣପୁର- ବିଭୂ ପ୍ରସାଦ ମିଶ୍ର, ନୟାଗଡ଼- ରଞ୍ଜିତ ଦାଶ, କବିସୂର୍ୟ୍ୟନଗର- ବିପିନ ବିହାରୀ ସ୍ୱାଇଁ, ଖଲ୍ଲିକୋଟ- ଚିତ୍ରସେନ ବେହେରା, ଆସ୍କା- ସୁରଭି ବିଷୋୟୀ, ଦିଗପହଣ୍ଡି- ଶୀଧର ପାଢ଼ୀ, ହିଞ୍ଜିଳି- ରଜନୀକାନ୍ତ ପାଢ଼ୀ, ବ୍ରହ୍ମପୁର- ଦୀପକ ପଟ୍ଟନାୟକ,

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page