ଗୀତାଞ୍ଜଳି ପକ୍ଷରୁ ରବୀନ୍ଦ୍ର ଜୟନ୍ତୀ

ଭୁବନେଶ୍ୱର: ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ “ଗୀତାଞ୍ଜଳି “ପକ୍ଷରୁ ଗୁରୁ ରବୀନ୍ଦ୍ର ନାଥ ଟାଗୋର ଙ୍କ 163 ତମ ଜୟନ୍ତୀ ସ୍ଥାନୀୟ ଗୀତାଞ୍ଜଳି ହଲ ଚନ୍ଦ୍ର ଶେଖର ପୁର ସ୍ଥିତ ଡ଼ ଏସ ମାଲକାର ଙ୍କ ବାସଭବନ ରେ ଚଳିତ ମାସ ମେ 19 ରେ ଅନୁଷ୍ଠିତ ହୋଇ ଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ସଭାପତି ଡ଼ ସୁଭାଷ ମୁଖାର୍ଜୀ,ସାଧାରଣ ସମ୍ପାଦକ ତପନ କୁମାର ରାହା,ଉପଦେଷ୍ଟା ଡ଼ ସଜାଲେନ୍ଦୁ ମାଲକାର ଉପସ୍ଥିତ ରହି ଗୁରୁ ରବୀନ୍ଦ୍ର ତଥା ଟାଗୋର ଙ୍କ ଜୀବନ ଦର୍ଶନ ଉପରେ ଆଲୋକପାତ କରିଥିଲେ.କବିତା ଓ ସଂଗୀତ କାର୍ଯ୍ୟକ୍ରମ ଖୁବ ସୁନ୍ଦର ଭାବେ ଅନୁଷ୍ଠିତ ହୋଇ ଥିଲା.ଗିରିଜା ନନ୍ଦ ଙ୍କ ତବଲା ସମସ୍ତ ଙ୍କୁ ମୋହିତ କରିଥିବା ବେଳେ, କାର୍ଯ୍ୟକ୍ରମ କୁ କମଲେସ ସିଂହା, ସୋମନାଥ ମିଶ୍ର, ସୁଜାତା ରାହା, ପ୍ରିୟା ସେନଗୁପ୍ତା, ଶୁଭ୍ରା ମିଶ୍ର, ସିଦ୍ଧାର୍ଥ ଶଙ୍କର ହଳଧର, ଶୁଭ୍ରା ହଳଧର, କୋଏଲ ବସୁ ପରିଚାଳନା କରିଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page