ଗୋ ସୁରକ୍ଷା ଆଇନ ପାଇଁ ଗଣ ବେିକ୍ଷାଭ ଓ ଅନଶନ ସଭା


ଭୁବେନଶ୍ୱର ସାରା ଓଡ଼ିଶା ତଥା ଦେଶେର ଗୋ ମାତାର ସୁରକ୍ଷା ଦାବେିର ଏକ ଗଣ ବେିକ୍ଷାଭ ଓ ଅନଶନ ଭୁବେନଶ୍ୱର ବିଧାନସଭା ସମ୍ମୁଖେର କରାଯାଇଥିବା ଦେଖିବାକୁ ମିଳିଛି। ଦେଶେର ଗୋ ମାତା ତଥା ଗୋରୁ ଗାଈଙ୍କୁ ହତ୍ୟା ଓ ଅବେହଳା କରାଯାଉଥିବା ସବର୍ଦା ଦେଖାଯାଉଥିବାରୁ ଏହାର ସୁରକ୍ଷା ଓ ସେବା ପାଇଁ ଆହ୍ୱାନ ଦିଆଯିବା ସହ ଗୋ ମାତାର ସୁରକ୍ଷା ପାଇଁ ଏକ ଦୃଢ଼ ଆଇନ ପ୍ରଣୟନ କରାଯାଉ ବୋଲି ଗୋ ସୁରକ୍ଷା ଆଇନ ପ୍ରଣୟନ ଦାବି ନେଇ ଓଡ଼ିଶା ଗୌପୁତ୍ର ପରିବାର ପକ୍ଷରୁ ଆମରଣ ଅନଶନ କରାଯାଇଥିବା ଦେଖିବାକୁ ମିଳିଛି। ଗୋହତ୍ୟା ନେିରାଧନ ଓ ସଂରକ୍ଷଣ ବିଲ୍ ୨୦୨୪କୁ ତୁରନ୍ତ ପାରିତ କରିବା ପାଇଁ ଏହି ମଂଚେର ଦାବି କରାଯାଇଛି।

ଓଡ଼ିଶା ଗୌପୁତ୍ର ପରିବାର ପକ୍ଷରୁ ମୁଁ ବି ଚୋହଁ ଗୋ ମାତାର ସୁରକ୍ଷା ନାରା ଦେବା ସହ ଗୋ ମାତାର ସୁରକ୍ଷା ନେଇ ଏକ ୧୦୮ ହନୁମାନ ଚାଳିଶା ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ସୂଚନା ମିଳିଛି। ଅନଶନ କାର୍ଯ୍ୟକ୍ରମେର ବହୁ ସେଚତକ ଯୁବକ ଏକାଠି ହୋଇ ମହାତ୍ମାଗାନ୍ଧିଙ୍କ ନାରା ଦେଇ ଦେଶେର ଗୋ ସୁରକ୍ଷାକୁ ଦୃଢ଼ ଦାବି କରିଛନ୍ତି। ଏହି ଗୋ ସୁରକ୍ଷା ଆଇନ ସରକାର ନଆଣନ୍ତି େତେବ ଆଗକୁ ଆହୁରି ଦୃଢ଼ ଅୋନ୍ଦାଳନ କରାଯିବ ବୋଲି ଗୌପୁତ୍ର ପରିବାର ପକ୍ଷରୁ କୁହାଯାଇଛି।

ପ୍ରିୟବ୍ରତ ବାରିକଙ୍କ ରେିପାର୍ଟ ଉତ୍କଳ ବେୁଲଟିନ

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page