ଜନ ଶିକ୍ଷଣ ସଂସ୍ଥାନ ବଲାଙ୍ଗୀର ତରଫରୁ ପୂରାତନ ପ୍ରଶିକ୍ଷlରଥି ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଧୂବଲପଡା ଗ୍ରାମରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟ ଅଧୀନରେ ବଲାଙ୍ଗୀର ଜିଲ୍ଲାରେ କାର୍ଯକାରୀ କରୁଥିବା ଜନ ଶିକ୍ଷଣ ସଂସ୍ଥାନ ଆନୁକୁଲ୍ୟରେ’ ପୂରାତନ ପ୍ରଶିକ୍ଷl ରଥି ଶିବିର ଅନୁଷ୍ଠିତ ହୋଇଥିଲା l ଏହି ଶିବିରରେ ସ୍ଥାନୀୟ ଗ୍ରାମ ତଥା ସଂସ୍ଥା ଅଧୀନରେ ବିଭିନ୍ନ ପ୍ରକାର ତାଲିମ ପ୍ରଶିକ୍ଷଣ ଦିଆଯାଇଥିଲା କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ଶିଳ୍ପ କେନ୍ଦ୍ର ର AIO କ୍ଷୀର ବତି ଡୁଙ୍ଗ ଡୁଙ୍ଗ, ମୁଖ୍ୟ ଅତିଥି ଭାବେ ପାଟଣାଗଡ଼ ପି, N ବି ବ୍ଯାଙ୍କ ଅଧିକାର ଦେବେନ୍ଦ୍ର ମେହେର ମୁଖ୍ଯବକ୍ତା ଭାବେ ମିତ୍ରଭାନୁ ବାରିକ

ଉପସ୍ଥିତ ଥିଲେ। ଜନ ଶିକ୍ଷଣ ସଂସ୍ଥାନ ବଲାଙ୍ଗିର ସ୍ଥାନୀୟ ଗ୍ରାମ ତଥା ସଂସ୍ଥା ଅଧୀନରେ ବିଭିନ୍ନ ପ୍ରକାର ତାଲିମ ନେଉଥିବା ମହିଳା ମାନେ ଅଂଶ ଗ୍ରହଣ କରିଥିଲେ। ଧୂବଲ ପଡା ଗ୍ରାମ ର ଆୟୋଜିତ କାର୍ଯ୍ୟକ୍ରମରେ ଅଥିତି ଭାବେ ଗ୍ରାମ ର ୱାର୍ଡ ମେମ୍ବର , ସଂସ୍ଥା ର ଜନ ଶିକ୍ଷଣ ସଂସ୍ଥାନ ର ନିର୍ଦ୍ଦେଶିକା ସଂଘମିତ୍ରା ଜେନା, କାର୍ଯ୍ୟକ୍ରମ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମିଶ୍ର, କ୍ଷେତ୍ର୍ କର୍ମଚାରୀ ବିଷ୍ନୁ ପ୍ରାସାଦ ଦାସ ଓ ବିଦ୍ୟାଧର ସୁନା ଓ ଉକ୍ତ ଗ୍ରାମର ଭଦ୍ର ବ୍ୟକ୍ତି ଉପସ୍ଥିତ ରହି ମହିଳା ମାନଙ୍କୁ ପ୍ରୋତ୍ସାହିତ କରିଥିଲେ l ଉକ୍ତ କାର୍ଯ୍ୟକ୍ରମରେ କୃତୀ ପ୍ରଶିକ୍ଷlରଥି ପ୍ରତିଯୋଗୀମାନଙ୍କୁ ମlନପତ୍ର ପ୍ରଦାନ କରାଯାଇଥିଲା ଭଗୀରଥ ବ୍ରହ୍ମl ଓ ନୀକୁ ନାୟକ ମlନପତ୍ର ବଣ୍ଟନ ବ୍ୟବସ୍ଥାରେ ସହଯୋଗ କରିଥିଲେ । ଶେଷରେ ଉକ୍ତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିବା ମହିଳାମାନେ ବହୁତ ଖୁସି ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଷ୍ଣୁ ପ୍ରସାଦ ଦାସ, ଭାଗିରଥି ବ୍ରହ୍ମା, ସହଯୋଗ କରିଥିଲେ। ଶେଷ ରେ ପୂର୍ଣ ଚଂଦ୍ର ମିଶ୍ର ଧାନବାଦ ଅର୍ପଣ କରିଥିଲେ ଏବଂ ଉକ୍ତ ଗ୍ରାମର ସଭାକୁ ସାଙ୍ଗ କରିଥିଲେ l ଉକ୍ତ ଗ୍ରାମର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ କାର୍ଯ୍ୟକ୍ରମଟି ଧୂବଲ ପଡା ଗ୍ରାମ ତଥା ପାଟଣାଗଡ଼ ଓ ବଲାଙ୍ଗିର ଜିଲାରେ ଚର୍ଚ୍ଚା ଜୋର୍ ଧରିଛି l

ବଲାଙ୍ଗିର ଜିଲ୍ଲା ରୁ ଅନ୍ତର୍ଯ୍ୟାମୀ ସାହୁ ଙ୍କ ରିପୋର୍ଟ୍

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page