ଧର୍ମପରାୟଣା ମହିଳାଙ୍କ ପରଲୋକ

ଭୁବନେଶ୍ୱର: ଟଙ୍କପାଣି ରୋଡସ୍ଥିତ ପାଣ୍ଡବ ନଗରରେ ଅବସ୍ଥାନ କରୁଥିବା ଜଣାଶୁଣା ସମାଜସେବିକା ମଜୁଲତା ସାମନ୍ତରାୟଙ୍କ ୭୨ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ଘଟିଛି । ଦୀର୍ଘ ଦିନ ଧରି ହୃଦରୋଗ ଜନିତ ସମସ୍ୟାରେ ପୀଡ଼ିତ ହୋଇ ଚିକିସôିତ ହେଉଥିଲେ । ସେ ଜଣେ ସରଳ, ମିଷ୍ଠଭାଷୀ ଓ ପରୋପକାରୀ ମହିଳା ଭାବେ ଲୋକପ୍ରିୟତା ଅର୍ଜନ କରିଥିଲେ । ଶେଷ ସମୟରେ ତାଙ୍କ ତିନି ପୁତ୍ର ଚିତରଂଜନ, ମନୋରଂଜନ, ବିଶ୍ୱରଂଜନ ଉପସ୍ଥିତ ରହିବା ସହ ପୁରୀ ସ୍ୱର୍ଗଦ୍ୱାରଠାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page