ନୂଆପାଟଣାରେ ପ୍ରତିଷ୍ଠା ହେଲା ସତ୍ୟମହିମା ଆଶ୍ରମ

ଭୁବନେଶ୍ୱର: ଭୁବନେଶ୍ୱର ନିକଟ ଛୋଟରାୟପୁର ଗ୍ରାମରେ ଅଲେଖ ଟୁଙ୍ଗି ପ୍ରତିଷ୍ଠା ହୋଇ ଯାଇଛି l ବ୍ରହ୍ମାବଧୁତ ବ୍ରଜବନ୍ଧୁ ବାବା ଓ ସାଧୁ ମଧୁସୂଦନ ଦାସ ଙ୍କ ତତ୍ୱାବଧାନ ରେ ସତ୍ୟ ମହିମା ଆଶ୍ରମ ପ୍ରତିଷ୍ଠା ସହିତ ଅଖଣ୍ଡ ଘୃତ ବତୀ ପ୍ରଜ୍ବଳନ ଓ ବ୍ରହ୍ମଧ୍ୱନି ସ୍ଥାପନ କରାଯାଇଥିଲା l ସାୟମ ରେ ପ୍ରବଚନ ପ୍ରମୁଖ ମାଙ୍ଗଳିକ ସମାପନ କରାଯାଇଥିଲା l ମହିମା ସେବା ଫାଉଣ୍ଡେସନର ସଭାପତି ନାରାୟଣ ଖୁଣ୍ଟିଆ ଏକ ପ୍ରେସ ବିଜ୍ଞପ୍ତି ରେ ଏହା ଜଣାଇଥିଲେ l ଏହି କାର୍ଯ୍ୟକ୍ରମକୁ ନୂଆପାଟଣା ଗ୍ରାମ ବାସି ସାହାଯ୍ୟ ଓ ସହଯୋଗ ର ହାତ ବଢ଼ାଇ ଥିଲେ I

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page