ସ୍ମାଇଲ କ୍ରାପ୍ଟ କ୍ଲିନିକ ପକ୍ଷରୁ ନିଶୁଳ୍କ ଦନ୍ତ ପରୀକ୍ଷା

ବଲାଙ୍ଗିର: ବଲାଙ୍ଗିର ସ୍ମାଇଲ କ୍ରାପ୍ଟ ଦନ୍ତ ଚିକିତ୍ସାଳୟ ପକ୍ଷରୁ ପ୍ରତ୍ୟେକ ଗୁରୁବାର ଦିନ ମାଗଣା ଦନ୍ତ ପରୀକ୍ଷା କରାଯିବ ବୋଲି କ୍ଲିନିକର ସତ୍ତ୍ୱାଧିକାରୀ ତଥା ଡ. ଶ୍ୱେତପର୍ଣା ପଣ୍ଡା ଜଣାଇଛନ୍ତି । ବଲାଙ୍ଗିର ସହରର ମସଜିଦ ଛକରେ ଅବସ୍ଥିତ ଏହି ଦନ୍ତ ଚିକିତ୍ସଳୟକୁ ମାଗଣାରେ ଦନ୍ତ ପରୀକ୍ଷାର ସୁଯୋଗ ନେବାକୁ ଡ. ପଣ୍ଡା ନିବେଦନ କରିଛନ୍ତି । ନୂତନ ଭାବେ ଖୋଲିଥିବା ସ୍ମାଇଲ କ୍ରାପ୍ଟ ଦନ୍ତ ଚିଚିକିତ୍ସାଳୟକୁ କଟରେ ଡ. କୃଷ୍ଣ ପ୍ରସାଦ ବହିଦାର ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଗହଣରେ ଉଦଘାଟନ କରିଥିଲେ । ଡ. ପଣ୍ଡା ଦନ୍ତ ଚିକିତ୍ସାରେ ଡିଗ୍ରି ହାସଲ କଲା ପରେ ଦିଲ୍ଲୀର ଟୁଥସି ଓ କ୍ଲୋଭ ଡେଣ୍ଟାଲରେ ଦୁଇ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଥିଲେ । ସେ ବଲାଙ୍ଗିରର ପୂର୍ବ ଜୀବନ ବୀମା ଅଧିକାରୀ ଶରତ ପଣ୍ଡାଙ୍କ ଝିଅ ଅଟନ୍ତି ।

Social Share On:

Utkal Bulletin Is Now On WhatsApp Join And Get Latest News Updates Delivered To You Via WhatsApp

Social Share On:

Related News

You cannot copy content of this page