୰ ଚମ୍ପା ବେୱାଙ୍କ ଦ୍ୱାଦଶାହ ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ଜିଲ୍ଳା ବଗଲ ଗ୍ରାମର ସମାଜସେବିକା ୰ଚମ୍ପା ବେୱାଙ୍କ ଦ୍ୱାଦଶ ସ୍ମୃତିଚାରଣ ସଭା ସ୍ଥାନୀୟ ବଗଲ ଗ୍ରାମ ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ପୁତ୍ର ସନ୍ତୋଷ କୁମାର ବଳିଆରସିଂହଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତିଚାରଣ ସଭାରେ ୰ ବେୱା ଜଣେ ପରୋପକାରିଣୀ, ମେଳାପୀ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ ବୋଲି ସ୍ମୃତିଚାରଣ ସଭାରେ ଉପସ୍ଥିତ ଦିବାକର ମଙ୍ଗରାଜ, ବିଜୟ ସାହୁ, ବିପିନ ବିହାରୀ ନାୟକ, ଭରତ ଚନ୍ଦ୍ର ସ୍ୱାଇଁ, ସନ୍ତୋଷ କୁମାର ବଳିଆରସିଂହ ପ୍ରମୁଖ ମତବ୍ୟକ୍ତ କରିଥିଲେ ।… Continue reading ୰ ଚମ୍ପା ବେୱାଙ୍କ ଦ୍ୱାଦଶାହ ଅନୁଷ୍ଠିତ

ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଂଟନ ଓ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ

oplus_2

ଭୁବନେଶ୍ୱର: ୫.୫.୨୦୨୪: ସାମାଜିକ ଅନୁଷ୍ଠାନ ଉକôଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବମିଖାଲ କେନାଲ ରୋଡ ବସ୍ତିଠାରେ ଏକ ବସ୍ତ୍ରବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଅରବିନ୍ଦ ତ୍ରିପାଠୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ବ୍ରଜବନ୍ଧୁ ପରିଡ଼ା, ସମ୍ମାନିତ ଅତିଥି ଭାବେ ଅଧିବକ୍ତା ସନ୍ତୋଷ କୁମାର ମିଶ୍ର, ସମାଜସେବୀ ବଳରାମ ସାହୁ ଉପସ୍ଥିତ ରହି ପ୍ରାୟ ୧୫ଟି ପରିବାରକୁ ବସ୍ତ୍ର ବଂଟନ କରିଥିଲେ । ଏହାସହିତ ପ୍ରବଳ ଗ୍ରୀଷ୍ମ… Continue reading ଉତ୍କଳ ବୁଲେଟିନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ବସ୍ତ୍ର ବଂଟନ ଓ ଅଂଶୁଘାତ ସଚେତନତା କାର୍ଯ୍ୟକ୍ରମ

You cannot copy content of this page