ସାଇ ଫାଇଟରକୁ ହରାଇ କଳିଙ୍ଗ ୱାରିୟର “ସାଇ ମେମୋରିଆଲ କପ” ଚମ୍ପିୟାନ

ବାଲିଅନ୍ତା: ବାଳକାଟି କଲେଜ ପଡିଆରେ ୟଙ୍ଗଷ୍ଟାର ଓ ଜାଗେଶ୍ବରୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଗତ ୪ ଦିନ ଧରି ଚାଲିଥିବା ସାଇ ମେମୋରିଆଲ କ୍ରିକେଟ କପ -୨0୨୪ ରେ ‘କଳିଙ୍ଗ ୱାରିୟର’ ଚମ୍ପିୟାନ ହୋଇଛି l ଏହି ଟୁର୍ନାମେଣ୍ଟରେ ମୋଟ ୮ ଟି ଦଳ ଭାଗ ନେଇଥିଲେ l ଆଜି ଉଦଯାପିତ ବା ଫାଇନାଲ ମ୍ୟାଚଟି ସାଇ ଫାଇଟର ଓ କଳିଙ୍ଗ ୱାରିୟର ମଧ୍ୟରେ ଖେଳା ଯାଇଥିଲା l ଏଥିରେ ଟସ ଜିତି ପ୍ରଥମେ ବ୍ୟାଟିଂ କରି… Continue reading ସାଇ ଫାଇଟରକୁ ହରାଇ କଳିଙ୍ଗ ୱାରିୟର “ସାଇ ମେମୋରିଆଲ କପ” ଚମ୍ପିୟାନ

ବୃକ୍ଷ ବଣ୍ଟନ ଓ ପରିବେଶ ସୁରକ୍ଷା ସଚେତନତାର ବାର୍ତ୍ତIରେ ନୂଆ ବର୍ଷ ପାଳନ

ବାଲିଅନ୍ତା: ଭୁବନେଶ୍ବର ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକର ଟଙ୍କପାଣି ସେତୁ ନିକଟରେ ଥିବା ଗାନ୍ଧୀ ସ୍ମାରକୀ ପୀଠରେ ଗ୍ରୀନ ଜୟଦେବ ଫାଉଣ୍ଡେସନ ଟ୍ରଷ୍ଟ ଓ ହଟ କିଶୋର ଭୋଇ ମେମୋରିଆଲ ଟ୍ରଷ୍ଟ ମିଳିତ ଆନୁକୁଲ୍ୟରେ ନୂଆ ବର୍ଷ ପାଳନ ହୋଇଯାଇଛି । ଏହି ଅବସରରେ ସକାଳ ୯ ଘଟିକା ସମୟରେ ପ୍ରଥମେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ନିକଟରେ ସଫେଇ କରାଯାଇ ଅତିଥିମାନେ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲେ । ପରେ ବୃକ୍ଷ ରୋପଣ ସହିତ ପଥଚାରୀଙ୍କୁ ଅତିଥିମାନଙ୍କ ଦ୍ଵାରା ମୋଟ ୫୦୦… Continue reading ବୃକ୍ଷ ବଣ୍ଟନ ଓ ପରିବେଶ ସୁରକ୍ଷା ସଚେତନତାର ବାର୍ତ୍ତIରେ ନୂଆ ବର୍ଷ ପାଳନ

ବେତନଟୀ ସହର ଉତ୍ସବ ମୁଖର

ବେତନଟୀ ୧/୧: ପ୍ରତେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ବେତନଟୀ ର ଅଗ୍ରଣୀ ସଂଗଠନ ୟଙ୍ଗ ମ୍ୟାନ ଆସୋସୀସନ ପାଳିଛି ବେତନଟୀ ଧମାକା ମହୋତ୍ସବ | ପ୍ରଥମ ରାତି ତା – ୩୧/୧୨/୨୪ରିଖରେ ଏହି ଉତ୍ସବକୁ ବେତନଟୀ ବ୍ଲକ ଚେୟାରମ୍ୟାନ କୌଶଲ୍ୟା ମାଝୀ ଜିଲ୍ଲା , ପରିଷଦ ସଦସ୍ୟ ବିଶ୍ଵନାଥ ହେମ୍ବ୍ରମ ,ଅନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ | ସେମାନଙ୍କ ସହିତ ୟଙ୍ଗ ମ୍ୟାନ ଆସୋସିଏସନ ର ଚି଼ୟାରମ୍ୟାନ ପ୍ରଦୀପ କୁମାର ସାମଲ, ଭାଇସ ଚେୟାରମ୍ୟାନ… Continue reading ବେତନଟୀ ସହର ଉତ୍ସବ ମୁଖର

You cannot copy content of this page