ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

Security arrangements reviewed in view of Pravasi Bharatiya Divas

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷିତ ଅଷ୍ଟାଦଶ ପ୍ରବାସୀ ଭାରତୀୟ ଦିବସ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ବିଭିନ୍ନ ପ୍ରସଙ୍ଗରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଏହା ସହ ସୁରକ୍ଷା ବ୍ୟବସ୍ଥାରେ କୌଣସି ପରିସ୍ଥିତିରେ ମଧ୍ୟ ତ୍ରୁଟି ବିଚ୍ୟୁତି ନ ହେବ ସେଥିପ୍ରତି ସ୍ୱତନ୍ତ୍ର ନଜର ରଖିବାକୁ ଡିଜିପି ନିର୍ଦେଶ… Continue reading ପ୍ରବାସୀ ଭାରତୀୟ ଦିବସକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା

ବୃଦ୍ଧ ବାପା, ମା’ଙ୍କ ଯତ୍ନ ନନେଲେ ମିଳିବନି ସମ୍ପତ୍ତି: ସୁପ୍ରିମକୋର୍ଟ

ସର୍ବୋଚ୍ଚ ଅଦାଲତର ଏହି ରାୟ ସମ୍ପୂର୍ଣ୍ଣ ସ୍ପଷ୍ଟ କରିଛନ୍ତି ଯେ, ବୃଦ୍ଧ ପିତାମାତାଙ୍କର ଯତ୍ନ ନେବାକୁ ପଡିବ । ସେମାନଙ୍କୁ ଅସହାୟ ଭାବେ ଛାଡିଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ଐତିହାସିକ ଏବଂ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି।ସୁପ୍ରିମକୋର୍ଟଙ୍କ ରାୟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ, ଯଦି ପିଲାମାନେ ସେମାନଙ୍କର ପିତାମାତାଙ୍କର ଯତ୍ନ ନେବାରେ ବିଫଳ ହୁଅନ୍ତି, ତେବେ ପିତାମାତାଙ୍କ ଦ୍ବାରା ଦିଆଯାଇଥିବା ସମ୍ପତ୍ତି ଏବଂ ଉପହାରଗୁଡ଼ିକ ବରିଷ୍ଠ ନାଗରିକ ରକ୍ଷଣାବେକ୍ଷଣ ଏବଂ କଲ୍ୟାଣ… Continue reading ବୃଦ୍ଧ ବାପା, ମା’ଙ୍କ ଯତ୍ନ ନନେଲେ ମିଳିବନି ସମ୍ପତ୍ତି: ସୁପ୍ରିମକୋର୍ଟ

ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାର ଉଦଘାଟନ

Adivasi festival inaugurated by cm mohan charan majhi

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ପ୍ରଦର୍ଶନୀ ପଡିଆରେ ବହୁ ପ୍ରସିଦ୍ଧ ବାର୍ଷିକ ଆଦିବାସୀ ମେଳାର ଉଦଘାଟନ କରିଛନ୍ତି । ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମ ଉପଲକ୍ଷେ ଏହି ମେଳାକୁ ଚଳିତ ବର୍ଷ ଆଗୁଆ କରାଯାଇ ଜାନୁଆରୀ 5 ରୁ ଜାନୁଆରୀ 15 ପର୍ଯ୍ୟନ୍ତ ଆୟୋଜନ କରାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ଆସୁଥିବା ତଥା ଭୁବନେଶ୍ୱର ବାସୀଙ୍କ ପାଇଁ ଏହି ମେଳା ଏକ ଅବିଛେଦ୍ୟ ଅଙ୍ଗ ହୋଇଯାଇଛି… Continue reading ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଦିବାସୀ ମେଳାର ଉଦଘାଟନ

ବିର୍ସା ବାହିନୀ ଫାଉଣ୍ଡେସନ ପକ୍ଷରୁ ଶିକ୍ଷାବିତ ଡ଼କ୍ଟର ଅଶୋକ ରାଉତ ସମ୍ବର୍ଦ୍ଧିତ

ଯାଜପୁର: ବିର୍ସା ବାହିନୀ ଫାଉଣ୍ଡେସନ ଆନୁକୁଲ୍ୟରେ ମିଶନ ଶକ୍ତି ଭବନ ଯାଜପୁର ପରିସରରେ ରାଜ୍ୟସ୍ତରୀୟ ସଂସ୍କୃତି ମହୋତ୍ସବ ଅତିଥି ଭାବେ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଅନୁଷ୍ଠାନର ରାଷ୍ଟ୍ରୀୟ ଅଧ୍ୟକ୍ଷl ପ୍ରିୟାମୁଣ୍ଡା, ଡ଼କ୍ଟର ଗ୍ୟାନ ରଞ୍ଜନ ପତି, ସଂଗ୍ରାମ ପାତ୍ର, ସ୍ମିତା ମହାନ୍ତି, ଫାଉଣ୍ଡେସନର ନିର୍ଦେଶକ ବିଜୟ ମୁଣ୍ଡା, ତପନ ମହାରଣ୍ୟ, ରାଜ୍ୟ ସଭାପତି ରୁପେଶ କୁମାର ମହାନ୍ତି, ଆଵାହକ ସାମ୍ବାଦିକ ସଂଯତ ମହାନ୍ତି ପ୍ରମୁଖ ଉପସ୍ଥିତରେ ବରୀ ନିର୍ବାଚନମଣ୍ଡଳୀର ସାହୂସପୁର ଗ୍ରାମର ମୁକ୍ତାଦେବୀ ସଂସ୍କୃତ ମହାବିଦ୍ୟାଳୟର… Continue reading ବିର୍ସା ବାହିନୀ ଫାଉଣ୍ଡେସନ ପକ୍ଷରୁ ଶିକ୍ଷାବିତ ଡ଼କ୍ଟର ଅଶୋକ ରାଉତ ସମ୍ବର୍ଦ୍ଧିତ

ଅଳଙ୍କାର ଦୋକାନରେ ଫୁଟିଲା ଗୁଳି

A robbery at gunpoint took place from a Panda jewelry shop.

ପାଣିକୋଇଲି: ୧୬ନଂ ଜାତୀୟ ରାଜପଥର ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନରୁ ବନ୍ଧୁକ ମୁନରେ ହୋଇଛି ଡକାୟତି। ଶନିବାର ମଧ୍ୟାହ୍ନରେ ଜିଲା ଏସପି ମୁଖ୍ୟାଳୟ ବା ଏସପି ଦପ୍ତରର ଦୁଇଶହ ମିଟର ଦୂର ଅଳଙ୍କାର ଦୋକାନରେ ଦିନରେ ଡ଼କାୟତଙ୍କ ଗୁଳିମାଡ଼ରେ ଜଣେ କର୍ମଚାରୀ ସହ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ଫେରାର ହେବାକୁ ବସିଥ‌ିବା ରାଜ୍ୟ ବାହାରର ଦୁଇ ଡ଼କାୟତଙ୍କୁ ଲୋକେ କାବୁ କରି ବହେ ଛେଚି ଗୁରୁତର କରି ଦେଇଥିଲେ। ହଜାର ହଜାର ଲୋକଙ୍କ ଗହଣରୁ ଡ଼କାୟତଙ୍କୁ… Continue reading ଅଳଙ୍କାର ଦୋକାନରେ ଫୁଟିଲା ଗୁଳି

ପଞ୍ଜୀକୃତ ହେଲା ଓଡିଶା ଶ୍ରମିକ ସଂଘ

ଭୁବନେଶ୍ଵର: ଭୁବନେଶ୍ଵର ସ୍ଥିତ ଓଡିଶା ଶ୍ରମିକ ସଂଘ ରାଜ୍ୟର ଏକମାତ୍ର ପଞ୍ଜୀକୃତ ୟୁନିୟନ ଯାହା ପଞ୍ଜୀକୃତ ଶ୍ରମିକମାନଙ୍କୁ ନେଇ ଗଠିତ ହୋଇଯାଇଛି । ବର୍ତ୍ତମାନ ଏହି ସଂଘ ସରକାରଙ୍କ ନିକଟରେ ପଞ୍ଜୀକରଣ ଅନୁମୋଦନ ଲାଭ କରିଛି । ଏହା କେବଳ ପଞ୍ଜିକରଣ ହୋଇଥିବା ଅର୍ଥାତ ଲେବର କାର୍ଡ ପାଇଥିବା କୁଶଳୀ ଓ ଅଣକୁଶଳୀ ଶ୍ରମିକମାନଙ୍କ କଲ୍ୟାଣ ନିମନ୍ତେ କାର୍ଯ୍ୟକରିବ ବୋଲି ସଂଘର ରାଜ୍ୟସ୍ତରୀୟ ଅଧକ୍ଷ ଚନ୍ଦ୍ର ପ୍ରକାଶ ପ୍ରେସ ଇସ୍ତାହାରରେ ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର… Continue reading ପଞ୍ଜୀକୃତ ହେଲା ଓଡିଶା ଶ୍ରମିକ ସଂଘ

ଚଳିତ ରବି ଚାଷ ପାଇଁ ୭ ତାରିଖ ରୁ ଜଳସେଚନ ହେବ

କଳାହାଣ୍ଡି,୫|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)-: କଳାହାଣ୍ଡି ଇନ୍ଦ୍ରାବତୀ ବହୁମୁଖୀ ଜଳବିଦ୍ୟୁତ୍ ପ୍ରକଳ୍ପରୁ ଆସନ୍ତା ରବି ଚାଷ ପାଇଁ ଜାନୁୟାରୀ ୭ତାରିଖ ରୁ ଜଳ ସେଚନ ଆରମ୍ଭ ହେବ । ରବି ଋତୁରେ ଜିଲାର ମୋଟ ୪୭, ୫୭୬ ହେକ୍ଟର ଜମିରେ ଜଳସେଚନର ଲକ୍ଷ୍ୟ ରଖାଯାଇଛି । ତେବେ ଜଳଭ ଳଭଣ୍ଡାରରେ ଜଳାଭାବ ଯୋଗୁଁ ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପର ଜଳସେଚନ ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି | ସୂଚନା ଅନୁଯାୟୀ, ଗତବର୍ଷ ତୁଳନାରେ ଚଳିତ ବର୍ଷ… Continue reading ଚଳିତ ରବି ଚାଷ ପାଇଁ ୭ ତାରିଖ ରୁ ଜଳସେଚନ ହେବ

ରାଜକୋଟରେ ଦାଦନ ଶ୍ରମିକ ମୃତ

କଳାହାଣ୍ଡି, ୫|୧(ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ): କାମଧନ୍ଦା ନ ପାଇ ରାଜକୋଟକୁ ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଯୁବକଙ୍କ ମୃତ୍ୟୁ ଘଟିଥିବା ଶୁକ୍ରବାର ଅଭିଯୋଗ ହୋଇଛି। ମୃତକ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜାହାଲ ପଞ୍ଚାୟତ ଗଜାହାଲ ଗ୍ରାମର ଶ୍ରମିକ ଇଶାନ ବିଭାର (୩୩)। ଇଶାନ କିଛିମାସ ତଳେ ଗୁଜରାଟ ରାଜକୋଟ ସହରକୁ କାମ କରିବାକୁ ଯାଇଥିଲେ। ସେ ଏକ ସଂସ୍ଥାରେ କାମ କରୁଥିଲେ। ଇଶାନ କାମ କରୁଥିବା ବେଳେ ଗୁରୁବାର ତାଙ୍କର ମୃତ୍ୟୁ… Continue reading ରାଜକୋଟରେ ଦାଦନ ଶ୍ରମିକ ମୃତ

ଖୋ ଖୋ ଖୋଖୋ ବିଶ୍ୱକପ ଟ୍ରଫି, ମାସ୍କଟ ତେଜ ଓ ତାରା ଉନ୍ମୋଚିତ

ନୂଆଦିଲ୍ଲୀ : ଖୋ ଖୋ ଫେଡେରେସନ୍ ଅଫ୍ ଇଣ୍ଡିଆ (କେକେଏଫ୍‌) ଜନପାଥରେ ଦି ଇମ୍ପେରିଆଲ୍ ହୋଟେଲରେ ପ୍ରଥମ ଥର ଖୋ ଖୋ ବିଶ୍ୱକପ୍ ପାଇଁ ସମ୍ମାନଜନକ ଟ୍ରଫି ଉନ୍ମୋଚନ କରିଥିଲା, ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ଙ୍କ ତତ୍ତ୍ୱାବଧାନରେ ଏହି ଟୁର୍ଣ୍ଣାମେଣ୍ଟରେ ୨୪ ଟି ଦେଶରୁ ୨୧ ଟି ପୁରୁଷ ଏବଂ ୨୦ ଟି ମହିଳା ଦଳ ପ୍ରଦର୍ଶନ କରିବେ । ନୂଆଦିଲ୍ଲୀର ଇନଡୋର ଷ୍ଟାଡିୟମ୍ ରେ ଏହା ଖେଳାଯିବ । ବିଶ୍ୱକପ୍‌ରେ ଦୁଇଟି ଚମତ୍କାର ଟ୍ରଫି… Continue reading ଖୋ ଖୋ ଖୋଖୋ ବିଶ୍ୱକପ ଟ୍ରଫି, ମାସ୍କଟ ତେଜ ଓ ତାରା ଉନ୍ମୋଚିତ

You cannot copy content of this page