କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ବାଲିଅନ୍ତା: ଭିଙ୍ଗାରପୁର ଠାରେ ଥିବା ଗୋଷ୍ଠୀ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟରୁ ବୁଧବାର କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଛି | ଜୟଦେବ ବିଧାୟକ ନବ କିଶୋର ମଲ୍ଲିକ, ବାଲିଅନ୍ତା ବ୍ଲକ ଆତ୍ମ ଅଧ୍ୟକ୍ଷ ଚୈତନ୍ୟ ପାତ୍ର, ବ୍ଲକ କୃଷି ଅଧିକାରୀ ସ୍ତିଥପ୍ରଜ୍ଞ ଖମାରୀ ନଡିଆ ବାଡେଇ ସବୁଜ ପତାକା ଦେଖାଇ କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ । ରାଜ୍ୟ ସରକାର କୃଷକ ମାନଙ୍କ ହିତ ନିମନ୍ତେ ରାଜ୍ୟ କୃଷି ବିଭାଗ ବହୁ… Continue reading କୃଷି ରଥ ପରିଭ୍ରମଣ କାର୍ଯ୍ୟକ୍ରମ ଶୁଭାରମ୍ଭ

ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ବାଲିଅନ୍ତା,୮|୧: ବାଳକାଟି ସ୍ଥିତ ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଦ୍ୟାଳୟ ପ୍ରଧାନଶିକ୍ଷକ ଦୁଃଶାସନ ରାଉତ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜୟଦେବ ବିଧାୟକ ନବକିଶୋର ମଲ୍ଲିକ ଯୋଗଦେଇ ବିଦ୍ୟାଳୟ ହେଉଛି ଗୁରୁ ଓ ଶିଷ୍ୟ ପରମ୍ପରାର ଏକ ଅବିଛେଦ ଅଙ୍ଗ l ଗୁରୁଙ୍କ ଉଚିତ ଶିକ୍ଷା ଓ ଜୀବନଚର୍ଯ୍ୟା ବିଦ୍ୟାର୍ଥୀଙ୍କ ଜୀବନକୁ ରୁଦ୍ଧିମନ୍ତ କରିଥାଏ l ସେହିପରି ମୁଖ୍ୟବକ୍ତା ଭାବେ ବାଲିଅନ୍ତା… Continue reading ପ୍ରତାପଶାସନ ବାଳକ ଉଚ୍ଚ ବିଦ୍ୟାଳୟର ୬୭ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

You cannot copy content of this page