କେସିଙ୍ଗାର ଭବିଷ୍ୟତ ପାଇଁ ବାଏପାସ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟସଭା ସାଂସଦଙ୍କୁ ତିନି ଦଫା ଦାବି ପତ୍ର ପ୍ରଦାନ

କଳାହାଣ୍ଡି,୨୨/୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରର ଆଗାମୀ ଭବିଷ୍ୟତ ପାଇଁ କେସିଙ୍ଗା ବାଏପାସ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ମାନେ ମଙ୍ଗଳବାର ମାନ୍ୟବର ରାଜ୍ୟସଭା ସାଂସଦ ସୁଜିତ କୁମାର ଙ୍କୁ ସାକ୍ଷାତ କରି କେସିଙ୍ଗା ର ଉନ୍ନତି ଉପରେ ତିନି ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି।କେସିଙ୍ଗାର ଏହି ବାଏପାସ କ୍ରିୟାନୁଷ୍ଠାନ କମିଟି କେସିଙ୍ଗା ସହର ପାଇଁ ଏକ ବାଏ ପାସ ରାସ୍ତା ନିର୍ମାଣ ପାଇଁ ଦିନରାତି ଏକ କରିଛି ତୁହାକୁ ତୁହା ବୈଠକ ସାଙ୍ଗକୁ ବିଭିନ୍ନ… Continue reading କେସିଙ୍ଗାର ଭବିଷ୍ୟତ ପାଇଁ ବାଏପାସ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରାଜ୍ୟସଭା ସାଂସଦଙ୍କୁ ତିନି ଦଫା ଦାବି ପତ୍ର ପ୍ରଦାନ

ପାତାଳେଶ୍ୱର ନକ ଆଉଟ କ୍ରିକେଟ ” ଥନଟକୁ ହରାଇ କ୍ଵାଟରରେ ବେହେରା”

ଧର୍ମଗଡ଼ ୨୨/୧ (ଜନ୍ମେଜୟ ନାଏକ ଙ୍କ ରିପୋର୍ଟ): ଧର୍ମଗଡ଼ ସ୍ଥିତ ଭୀମଖୋଜପଡା ଖେଳ ପଡିଆରେ ଚାଲିଥିବା ପାତଳେଶ୍ୱର କ୍ରିକେଟ ପ୍ରତିଯୋଗିତାର ଏକ ଗୁରୁତ୍ୱପୁର୍ଣ ଲିଗ ମ୍ୟାଚ ବେହେରା ଓ ଥନଟ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି l ବେହେରା ପ୍ରଥମେ ଟସ ଜିତି ବ୍ୟାଟିଙ୍ଗର ନିଷ୍ପତ୍ତି ନେଇ ନିର୍ଧାରିତ ୧୦ ଓଭରରେ ୭ ଉଇକେଟ ହରାଇ ୧୩୮ ରନ କରିଥିଲା ଏହାର ଜବାବରେ ଥନଟ ଦଳ ନିର୍ଧାରିତ ଓଭରରେ ୯ ଉଇକେଟ ହରାଇ ୧୨୮ ରନ କରିବାକୁ ସକ୍ଷମ… Continue reading ପାତାଳେଶ୍ୱର ନକ ଆଉଟ କ୍ରିକେଟ ” ଥନଟକୁ ହରାଇ କ୍ଵାଟରରେ ବେହେରା”

କାହା ସ୍ବାର୍ଥ ରେ ଦୀର୍ଘ ବର୍ଷ ହେଲା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଗାଇଦର ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପ

କଳାହାଣ୍ଡି,୨୨/୧(ପ୍ୟାରିଲାଲ ଦୁର୍ଗା): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ୍ ବୋରିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗାଇଦର ଗ୍ରାମରେ ବସୁଧା ପାନୀୟ ଜଳ ଯୋଗାଣ ଦୀର୍ଘ ୩,ରୁ ୪,ବର୍ଷ ହେଲା ଅଧ ପନ୍ତରିଆ ଅବସ୍ଥାରେ ପଡ଼ି ରହିଛି ସୂଚନା ଯୋଗ୍ୟ ଯେ ଅଟକଳ ମୂଲ୍ୟ ଟ,୯୫,୫୯,୨୪୯ ନିର୍ମିତ ବସୁଧା ପାନୀୟଜଳ ଯୋଗାଣ ପ୍ରକଳ୍ପ ଆଜି ପର୍ଯ୍ୟନ୍ତ ଅଧାପନ୍ତରିଆ ଭାବରେ ପଡ଼ି ରହିଛି।କିନ୍ତୁ କାର୍ଯ ଶେଷ ତାରିଖ ୦୯/୦୪/୨୦୨୩ ରେ ଶେଷ ହେବା କଥା ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ପ୍ରକଳ୍ପଟି କାହା… Continue reading କାହା ସ୍ବାର୍ଥ ରେ ଦୀର୍ଘ ବର୍ଷ ହେଲା ଅଧପନ୍ତରିଆ ଅବସ୍ଥାରେ ପଡ଼ିରହିଛି ଗାଇଦର ବସୁଧା ପାନୀୟ ଜଳଯୋଗାଣ ପ୍ରକଳ୍ପ

ଆମପାଣି ଏସ୍ ଏସ୍ ଡି ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ, ଛାତ୍ରଛାତ୍ରୀ ଉତ୍ସାହିତ

କଳାହାଣ୍ଡି, ୨୨|୧(ପ୍ୟାରିଲାଲ ଦୁର୍ଗା): କୋକସରା ବ୍ଳକ ଆମପାଣି ସରକାରୀ ଏସ୍ ଏସ୍ ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ବୁଧବାର ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ବାର୍ଷିକ ଉତ୍ସବରେ ବିଧାୟକଙ୍କ ଦ୍ଵାରା ପ୍ରତିନିଧିତ୍ଵ କରିଥିବା ଆମପାଣି ମଣ୍ଡଳ ବିଜେପି ସଭାପତି ମଧୁବନ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଅନୁଷ୍ଠାନର ଦାବି ରହିଥିବା… Continue reading ଆମପାଣି ଏସ୍ ଏସ୍ ଡି ବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବ, ଛାତ୍ରଛାତ୍ରୀ ଉତ୍ସାହିତ

ଓଡ଼ିଆ ଶିଶୁ ନାଟକକୁ ଜାତୀୟ ପୁରସ୍କାର

ଚିଲିକା,୨୨।୧: ଚିଲିକା -ଵାଣପୁର ଅଞ୍ଚଳର ତିନୋଟି ନାଟ୍ୟ ସଂସ୍ଥା ବିଶ୍ଵ ନାଟ୍ୟ ମେଳା ‌୨୦୨୫ରେ ଭାଗନେଇ ଜାତୀୟ ପୁରସ୍କାର ଲାଭ କରିବାର ସୈ।ଭାଗ୍ୟ ଲାଭ କରିଛନ୍ତି। ଥିଏଟର ମୁଭ୍ ମେଣ୍ଟ,କଟକ ଙ୍କ ଦ୍ଵାରା ଆୟୋଜିତ ସପ୍ତାହ ବ୍ୟାପୀ ପୋଲ ୨୭ତମ ଆନ୍ତର୍ଜାତୀୟ ନାଟ୍ୟ ପ୍ରତିଯୋଗିତା ରେ ବାଲୁଗାଁ ସ୍ଥିତ ଚିଲିକା ସଙ୍ଗୀତ ନାଟକ ଏକାଡେମୀ ର ଶିଶୁ ନାଟକ ମେଁ ମେଁ କା ମାଣିକ ରଜା ର ଶ୍ରେଷ୍ଠ ନିର୍ଦ୍ଦେଶନା ପାଇଁ ନାଟ୍ୟକାର ଓ ଏବଂ ନିର୍ଦ୍ଦେଶକ… Continue reading ଓଡ଼ିଆ ଶିଶୁ ନାଟକକୁ ଜାତୀୟ ପୁରସ୍କାର

କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର

ଧର୍ମଗଡ ୨୨/୧/(ଜନ୍ମେଜୟ ନାଏକ ଙ୍କ ରିପୋର୍ଟ)   କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ବ୍ରାହ୍ମଣ ଛେଣ୍ଡିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ କୃଷି ବିଭାଗ ପକ୍ଷରୁ ମୃତ୍ତିକା ସ୍ୱାସ୍ଥ୍ୟ ଓ ଉର୍ବରତା ଉପରେ ତାଲିମ ପ୍ରଦାନ ଓ ସଚେତନତା ଏବଂ ବୃହତ ଉଠା ଜଳ ସେଚନ ପ୍ରକଳ୍ପ ଅଞ୍ଚଳରେ ଫସଲ ବିବିଧି କରଣ ଯୋଜନା ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବ୍ଲକ କୃଷି ଅଧିକାରୀ ନୀଳକଣ୍ଠ ମେହେର, ବିଟିଏମ ଦେବାଶିଷ ଚାନ୍ଦ, ସହକାରୀ ବ୍ଲକ କୃଷି ଅଧିକାରୀ… Continue reading କୃଷି ଓ ମୃତ୍ତିକା ସମ୍ପର୍କରେ ସଚେତନତା ଓ ତାଲିମ ଶିବିର

ଉତ୍ତରା ବରିଷ୍ଠ ନାଗରିକଙ୍କ ପକ୍ଷରୁ ମାନସିକ ସୁସ୍ଥତା କାର୍ଯ୍ୟକ୍ରମ

Mental wellness program for Uttara senior citizens

ବାଲିଅନ୍ତା,୨୦|୧: ଉତ୍ତରା ବରିଷ୍ଠ ନାଗରିକ ମଞ୍ଚ ଓ ହେଲ୍ପ ଏଜ ଇଣ୍ଡିଆ ମିଳିତ ଆନୁକୂଲ୍ୟରେ “ମାନସିକ ସୁସ୍ଥତା’ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ମଞ୍ଚର ସଭାପତି ଡ. ଅମରେନ୍ଦ୍ର ନାଥ ମହାନ୍ତି ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ୪୦ ରୁ ଅଧିକ ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ | ମଞ୍ଚର ବରିଷ୍ଠ ସଭ୍ୟ ଦେବଦତ୍ତ ବିଶ୍ଵଜୀବନ ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ହେଲ୍ପ ଏଜ ଇଣ୍ଡିଆର ଅଧିକାରୀ ସୁଶ୍ରୀ… Continue reading ଉତ୍ତରା ବରିଷ୍ଠ ନାଗରିକଙ୍କ ପକ୍ଷରୁ ମାନସିକ ସୁସ୍ଥତା କାର୍ଯ୍ୟକ୍ରମ

You cannot copy content of this page