ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶା ରାଜ୍ଯ ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ନାତକୋତ୍ତର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ବିଜେବି ଷ୍ଟଡ଼ି ସେଣ୍ଟର ୨୦୨୦ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ଗତ ରବିବାର ଦିନ ହୀରାପୁରରେ ଥିବା ଚଉଷଠି ଯୋଗିନୀ ମନ୍ଦିର ନିକଟସ୍ଥ ସୁଦର୍ଶନ ଦାରୁ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। କର୍ମମୟ ଜୀବନରୁ କିଛି ସମୟ ବାହାର କରି ସମସ୍ତେ ଏକାଠି ହୋଇ ପରସ୍ପରର ସୁଖ-ଦୁଃଖକୁ ବାଣ୍ଟିଥିଲେ। ବର୍ତ୍ତମାନ ସମୟରେ ସାମ୍ବାଦିକତା କ୍ଷେତ୍ରରେ ଦେଖାଯାଉଥିବା ବିଭିନ୍ନ… Continue reading ଓଏସ୍ଓୟୁ ସାମ୍ବାଦିକତା ଓ ଗଣଯୋଗାଯୋଗ ଆଲୁମିନି ଗୃପର ବନ୍ଧୁମିଳନ
ଓଏସ୍ଓୟୁ ସାମ୍ବାଦିକତା ଓ ଗଣଯୋଗାଯୋଗ ଆଲୁମିନି ଗୃପର ବନ୍ଧୁମିଳନ
