ଢ଼େଙ୍କାନାଳ: ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରା ଜାତୀୟ ଗଣତନ୍ତ୍ର ଦିବସରେ ଯୋଗଦେଇଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଓଡ଼ିଶା ସମର ଶିକ୍ଷାର୍ଥୀ ବାହିନୀରୁ ପ୍ରଥମ ଥର ପାଇଁ NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରା ଜାତୀୟ ଗଣତନ୍ତ୍ର ଦିବସରେ ଯୋଗଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ରାଲି ଓ ସାଂସ୍କୃତିକ ପ୍ରତିଯୋଗିତା ସମେତ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବିତ କରିଛନ୍ତି । ବିଦ୍ୟାଳୟର ପ୍ରଧାନ… Continue reading NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରାଙ୍କୁ ସମ୍ବର୍ଦ୍ଧନା
NCC କ୍ୟାଡେଟ୍ ସାଇ ପ୍ରସନ୍ନ ବେହେରାଙ୍କୁ ସମ୍ବର୍ଦ୍ଧନା
