ବି ଜେ ଇ ଏମ ସ୍କୁଲ କର୍ତ୍ତୃପକ୍ଷଙ୍କ ଜାଲିଆତି ବିରୁଦ୍ଧରେ ଏତଲା ଦେଲା ଅଭିଭାବକ ସଙ୍ଘ

ଭୁବନେଶ୍ୱର: ବିଜେଇମ ସ୍କୁଲ ଅଭିଭାବକ ସଂଘ ପକ୍ଷରୁ ଏକ 20 ଜଣିଆ ପ୍ରତିନିଧି ଦଳ ବଡ଼ଗଡ ଥାନା ରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଜାଲିଆତି ବିରୁଦ୍ଧରେ ଲିଖିତ ଅଭିଯୋଗ କରିଛନ୍ତି । ଗତ କିଛି ଦିନ ଧରି ସ୍କୁଲ ଫି ବୃଦ୍ଧି କୁ ନେଇ ବିବାଦ ଲାଗିରହିଥିବା ବେଳେ ଆଜି ଅଭିଭାବକ ମାନେ ଥାନା ର ଦ୍ବାରସ୍ଥ ହୋଇଛନ୍ତି ।ଗତ 6ତାରିଖ ଦିନ ସ୍କୁଲ ପକ୍ଷରୁ ଏକ ପ୍ରେସ ବୈଠକ ଡକା ଯାଇଥିଲା । ଅଭିଭାବକ ସଂଘ ଜାଣିବା… Continue reading ବି ଜେ ଇ ଏମ ସ୍କୁଲ କର୍ତ୍ତୃପକ୍ଷଙ୍କ ଜାଲିଆତି ବିରୁଦ୍ଧରେ ଏତଲା ଦେଲା ଅଭିଭାବକ ସଙ୍ଘ

ଚତୁର୍ଥ କୁମାର କୃଷ୍ଣଚନ୍ଦ୍ର ରାୟ ସ୍ମାରକୀ ବକ୍ତୃତା ମାଳା

ଭୁବନେଶ୍ୱର: ରାଷ୍ଟ୍ରୀୟ ପୁନଃନିର୍ମାଣକୁ ଜୀବନର ବ୍ରତ କରି ସମାଜ ପାଇଁ ନିଜକୁ ସମର୍ପିତ କରିଥିବା ବିଶିଷ୍ଟ ସମାଜ ସୁଧାରକ, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘର ବରିଷ୍ଟ ପ୍ରଚାରକ ଏବଂ ଏବିଭିପି ଓଡ଼ିଶାର ପୂର୍ବତନ ପ୍ରଦେଶ ସଂଗଠନ ସମ୍ପାଦକ କୁମାର କୃଷ୍ଣଚନ୍ଦ୍ର ରାୟଙ୍କ ସ୍ମୁତିରେ କୁମାର କୃଷ୍ଣଚନ୍ଦ୍ର ରାୟ ସ୍ମାରକୀ ବକ୍ତୃତା ମାଳା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ୱର ଠାରେ ଅପରାହ୍ନ 5 ଘଟିକା ସମୟରେ ଅନୁଷ୍ଠିତ ହୋଇଯାଉଛି l ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ମହାମହିମ ରାଜ୍ୟପାଳ ଡ଼ା ହରିବାବୁ… Continue reading ଚତୁର୍ଥ କୁମାର କୃଷ୍ଣଚନ୍ଦ୍ର ରାୟ ସ୍ମାରକୀ ବକ୍ତୃତା ମାଳା

ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ∣

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲାରେ ପ୍ରାୟ ପ୍ରତେକ ବ୍ଲକରେ ଖଣି ବିଭାଗ, ତହସିଲ ବିଭାଗ ଏବଂ ପୋଲିସ ବିଭାଗ ଦ୍ୱାରା ଟ୍ରାକ୍ଟର ମାନଙ୍କୁ ଧଗରପକଡ଼ କରି ମନଇଚ୍ଛା ଫାଇନ ଆଦାୟ କରିବା ସହିତ ଟ୍ରାକ୍ଟର ମାନଙ୍କୁ ଜବତ କରି ଥାନାରେ ରଖିବା ଓ ଡ୍ରାଇଭର ମାନଙ୍କୁ ଅଟକ ରଖି ମନଇଚ୍ଛା ଟଙ୍କା ଦାବୀ କରି ଜୋରିମାନା ଆଦାୟ କରିବା ଯଦି କୌଣସି ମାଲିକ ଜୋରିମାନା ନଦେଇପାରିଲା ତାହେଲେ ଟ୍ରାକ୍ଟରକୁ କୋର୍ଟ ଚାଲାଣ କରିବା ଦ୍ୱାରା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ… Continue reading ଭବାନୀପାଟଣା ବ୍ଲକ ଟ୍ରାକ୍ଟର ମାଲିକ ମହାସଂଘ ତରଫରୁ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ∣

ଦୋଳ ଉତ୍ସବ ଅବସରରେ ୩ ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ

ଭବାନୀପାଟଣା: ଉତ୍କଳ ବୁଲେଟିନ: ପୁରୁଣାପଡା ସ୍ଥିତ ଶ୍ରୀ ଶ୍ରୀ ରାଧା କ୍ରିଷ୍ଣା ମନ୍ଦିର ଦୋଳ ଯାତ୍ରା ଅବସରରେ ସ୍କୁଲ ଛକ କମିଟି ଦ୍ଵାରା ଦୋଳ ଉଛବ ପାଳନ ହୋଇ ଯାଇଛି ଉତ୍ସବ କମିଟି ସଭାପତି ସନ୍ତୋଷ ପ୍ରଧାନ ଅଧ୍ୟକ୍ଷତା କରିଥିଲା ବେଳେ ଲଷ୍ମୀ ନାରାୟଣ ପଣ୍ଡା ଓ ଭଗବାନ ବିଶୋଇ ମଞ୍ଚ ପରିଚାଳନା କରିଥିଲେ। ରାଜ୍ଯ ସରକାରଙ୍କ ଅନୂସୁଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗର ଶିକ୍ଷା ମଣ୍ଡଳ ନୀରିକ୍ଷକ କୈଳାଶ ଚନ୍ଦ୍ର ମହାରଣା ମୁଖ୍ଯ ଅତିଥି… Continue reading ଦୋଳ ଉତ୍ସବ ଅବସରରେ ୩ ଜଣଙ୍କୁ ମରଣୋତ୍ତର ଭାବେ ସମ୍ମାନୀତ

ଭବାନୀପାଟଣାର ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ କଲକାତାରେ ଅଧ୍ୟୟନ ଯାତ୍ରା

ଭବାନୀପାଟଣା : ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଏକ ଛାତ୍ରଦଳ ଆଧ୍ୟତ୍ମିକ ଓ ଶିକ୍ଷାପ୍ରଦ ଅଧ୍ୟୟନ ଯାତ୍ରାରେ ଅଂଶଗ୍ରହଣ କରି ଚାରି ଦିନିଆ ସଫରରେ କଲକାତା ଯାତ୍ରା କରିଛନ୍ତି।ଏହି ଯାତ୍ରା ର ଉଦ୍ଦେଶ୍ୟ ରାଜ୍ୟର ବାହାରେ ଉଚ୍ଚ ଶିକ୍ଷା,ସଂସ୍କୃତି ଏବଂ ଇତିହାସ ବିଷୟରେ ଅବଗତ ହେବା ଥିଲା।ଏହି ଯାତ୍ରା ସମୟରେ ଛାତ୍ରଛାତ୍ରୀ ମାନେ ପ୍ରଥମେ କାଳୀଘାଟ ଦର୍ଶନ କରି ଯାତ୍ରା ଆରମ୍ଭ କରିଥିଲେ ଏହା ପରେ ଆଲିପୋର ମ୍ୟୁଜିଅମ୍ ,ବିର୍ଲା ପ୍ଲାନେଟରିଅମ୍,ୱିକ୍ଟୋରିଆ ମେମୋରିଆଲ,ପ୍ରିନ୍ସପ ଘାଟ,ଶ୍ରୀ ଶ୍ୟାମ ମନ୍ଦିର,ବେଲୁର… Continue reading ଭବାନୀପାଟଣାର ଲକ୍ଷ୍ମୀ ବିକାଶ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ କଲକାତାରେ ଅଧ୍ୟୟନ ଯାତ୍ରା

ତୁ ଗଲାପରେ

–କୈଳାସ ବେହେରା ତୁ ଗଲାପରେ ଯେମିତି ଥିଲା ସବୁ ସେମିତି ଥିବ ନଈ କୂଳେକୂଳେ ସେମିତି ବହୁଥିବ ପବନ, ପ୍ରଜାପତିର ଡେଣାରେ ସବାର ହେଉଥିବ ସକାଳର ଖରା ଜହ୍ନ କିରଣରେ ପଖାଳି ହେଉଥିବ ଧାନକ୍ଷେତ ତୋ’ଘରର ମଥାନ ଉପରୁ ଚୁଲିର ଧୂଆଁ ଛୁଉଁଥିବ ଆକାଶ, ତୁମ ଆମ୍ବ ଗଛର ଆମ୍ବ ଡାକୁଥିବ ସାହି ପିଲାଙ୍କୁ ଚଗଲା ପିଲାଟିଏ କହୁଥିବ ଏତେବେଳକୁ ସେ ବୁଢାଥିଲେ କେମିତି ଗନ୍ଧବାରି ହଇ ରେ,,, କିଏ କିଏ ବୋଲି ଝପଟି ଆସନ୍ତାଣି ଗଛ… Continue reading ତୁ ଗଲାପରେ

You cannot copy content of this page