ଉତ୍ସାହ ଓ ଉଦ୍ଦୀପନାର ପ୍ରତୀକ ହେଉଛି ‘ପ୍ରାରମ୍ଭ’

‘ଭବାନୀପାଟଣା, ୧୬/୦୩: (ଜଗନ୍ନାଥ ନାଏକ): ଉତ୍କଳ ବୁଲେଟିନ : ‘ପ୍ରାରମ୍ଭ’ ଛାତ୍ରଛାତ୍ରୀଙ୍କର, ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ପ୍ରେରଣାର ଉତ୍ସ । ପ୍ରକୃଷ୍ଟ ଆରମ୍ଭ ହେଉଛି ପ୍ରାରମ୍ଭ । ପ୍ରାରମ୍ଭ ଏକ ଅଭିନବ ରୂପରେ ଜନ୍ମ ନେଇଛି ମା ମାଣିକେଶ୍ଵରୀ ବିଶ୍ୱବିଦ୍ୟାଳୟରେ । ପୂର୍ବରୁ ଯେତେଥର ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଛି ସେଇଠି ବାହ୍ୟ ସାଂସ୍କୃତିକ ଦଳକୁ ଗୁରୁତ୍ୱ ଦିଆଯାଉଥିଲା । ସେମାନେ ତାଙ୍କର ନୃତ୍ୟ ପ୍ରଦର୍ଶନ କରୁଥିଲେ । ଛାତ୍ରଛାତ୍ରୀମାନେ କେବଳ ଦର୍ଶକ ରୂପେ ଉପନୀତ ହେଉଥିଲେ ।… Continue reading ଉତ୍ସାହ ଓ ଉଦ୍ଦୀପନାର ପ୍ରତୀକ ହେଉଛି ‘ପ୍ରାରମ୍ଭ’

ଗଭୀର କୂଅ ରୁ ବଳଦ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରି ପଞ୍ଚାୟତ ଅଧିନସ୍ଥ କାନ୍ଦୁଲ୍ ଡଙ୍ଗରି ଗ୍ରାମ ବ୍ରମ୍ବା ତେଜି ଙ୍କ ଘର ପାଖରେ ଥିବା ଏକ ଗଭୀର କୁଅ ଭିତରେ ଦିନ ୨ ଟା ସମୟରେ ଏକ ଗାଈ ପଡ଼ିଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଗ୍ରାମ ର ଲୋକେ ବରିଷ୍ଠ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ କୁ ଯୋଗା ଯୋଗ କରିଥିଲେ । ଶ୍ରୀ ଅଗ୍ରୱାଲ ଏକଥା ଶୁଣି ତୁରନ୍ତ… Continue reading ଗଭୀର କୂଅ ରୁ ବଳଦ ଉଦ୍ଧାର କଲା ଅଗ୍ନିଶମ ବିଭାଗ

ବାଲି ଚୋରା ଚାଲାଣ ଅଭିଯୋଗରେ କଲମପୁର ପୋଲିସ ଦ୍ଵାରା ୪ ଟ୍ରାକ୍ଟର ଅଟକ

କଳାହାଣ୍ଡି: (କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ) କଲମପୁର ଥାନା ପକ୍ଷରୁ ଚଡାଉ କରାଯାଇ ବାଲି ଚୋରା ଚାଲାଣ ଅଭିଯୋଗରେ ୪ଟି ଟ୍ରାକ୍ଟରକୁ ଅଟକ ରଖାଯାଇଛି। ମିଲିଥିବା ସୂଚନା ଅନୁସାରେ କଲମପୁର ଥାନା ଅଧିକାରୀ ନୀଳାମ୍ବର ଜାନୀ, କଲମପୁର ଏଏସଆଇ ଶେଖର ଜେନା ବଡକୁଟୃ ଏଏସଆଇ ଶିବ ମହାନ୍ତି ପ୍ରମୁଖ କୌଣସି ସୂତ୍ରରୁ ବାଲି ଚୋରା ଚାଲାଣ ହେଉଥିବା ଖବର ପାଇ ଚଡାଉ କରିଥିଲେ। ପାତ୍ରବସା ଘାଟକୁ ଯାଇ ଦେଖିଲା ବେଳକୁ ଟ୍ରାକ୍ଟର ଗୁଡ଼ିକ… Continue reading ବାଲି ଚୋରା ଚାଲାଣ ଅଭିଯୋଗରେ କଲମପୁର ପୋଲିସ ଦ୍ଵାରା ୪ ଟ୍ରାକ୍ଟର ଅଟକ

ବଡ଼ଘୁମେର ଠାରେ ନୂତନ ପଂଚାୟତ ଗୃହ ସ୍ଥାପନ କଲେ ଧର୍ମଗଡ ବିଧାୟକ

କଳାହାଣ୍ଡି: (କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗା ଙ୍କ ରିପୋର୍ଟ)କଳାହାଣ୍ଡି ଜ଼ିଲ୍ଲା ଧର୍ମଗଡ ବ୍ଲକ ବଡଘୁମେର ଠାରେ ବହୁ ଦିନର ଅପେକ୍ଷା ପରେ ନୂତନ ଗ୍ରାମପଞ୍ଚାୟତ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମାନ୍ୟବର ଧର୍ମଗଡ ବିଧାୟକ ସୁଧିର ରଂଜନ ପଟ୍ଟଯୋଷୀ । ଏହି କାର୍ଯ୍ୟକ୍ରମ ରେ ବ୍ଲକ ଅଧକ୍ଷ୍ୟା ବବିତା ପଟ୍ଟଯୋଷୀ, ଧର୍ମଗଡ ବିଡିଓ ସଦାସିବ ନାଏକ,ଜିଲ୍ଲା ପରିଷଦ ସଭ୍ୟ ଜୋନ ନଂ-୨ ଶଙ୍କର ପ୍ରସାଦ ଯୁଏଡ, ସମିତି ସଭ୍ୟା କୌଶଲ୍ୟା ନାଏକ, ଡେପୁଟି କଲେକ୍ଟର ନୂଆପଡା… Continue reading ବଡ଼ଘୁମେର ଠାରେ ନୂତନ ପଂଚାୟତ ଗୃହ ସ୍ଥାପନ କଲେ ଧର୍ମଗଡ ବିଧାୟକ

ହୋଲି ଖେଳି ଗାଁ ନିକଟସ୍ଥ ଯମୁନା ସାଗର କୁ ଗାଧୋଇ ଯାଇ ଯୁବକ ପାଣିରେ ବୁଡି ଯାଇ ମୃତ୍ୟୁ

କଳାହାଣ୍ଡି: (କଳାହାଣ୍ଡି ଜ଼ିଲ୍ଲା ପ୍ରତିନିଧି ପ୍ୟାରିଲାଲ ଦୁର୍ଗାଙ୍କ ରିପୋର୍ଟ) କଳାହାଣ୍ଡି ଜିଲାରେ ଶନିବାର ହୋଲି ପରେ ପୁଣି ସାମ୍ନାକୁ ଆସିଲା ଏକ ଦୁଃଖଦ ଘଟଣା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ କଷାକେନ୍ଦୁ ନିକଟସ୍ଥ ଯମୁନା ସାଗରରେ ବୁଡ଼ି ଯାଇ ମଧ୍ୟାହ୍ନରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ନାମ ସରୋଜ ସ୍ବାଇଁ(୪୨) ଓ ସେ ଭବାନୀପାଟଣା ସହର ଜେନାଖାଲ ପଡ଼ାର ବୋଲି ଜଣାପଡ଼ିଛି।ମିଳିଥିବା ସୂଚନାନୁଯାୟୀ, ସରୋଜ ନିଜ ପରିବାର ସମ୍ପର୍କୀୟ ସହ ହୋଲି ପର୍ବ ଉପଲକ୍ଷେ… Continue reading ହୋଲି ଖେଳି ଗାଁ ନିକଟସ୍ଥ ଯମୁନା ସାଗର କୁ ଗାଧୋଇ ଯାଇ ଯୁବକ ପାଣିରେ ବୁଡି ଯାଇ ମୃତ୍ୟୁ

ଦୋଳ ଉତ୍ସବ ରେ ମଞ୍ଚସ୍ଥ ହେଲା “ରାଧା ମାଜିଷ୍ଟ୍ରେଟ କୃଷ୍ନ ମୁଦାଲା

ଭବାନୀପାଟଣା, ୧୬/୦୩, ଉତ୍କଳ ବୁଲେଟିନ,(ଜଗନ୍ନାଥ ନାଏକ) : ଭବାନୀପାଟଣା ପୌରପରିଷଦ ଅନ୍ତର୍ଗତ ପୁରୁଣା ପଡା ରାଧାକୃଷ୍ଣ ମନ୍ଦିର ଦୋଳ ଉତ୍ସବ ଗତ 6 ଦିନ ଧରି ପଡାର ବିଭିନ୍ନ ଛକ ରେ ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି। ଚତୁର୍ଥ ସନ୍ଧ୍ୟାରେ ଶିଶୁ କଳାକାର ମାନଙ୍କୁ ନେଇ ଭଜନ ଡେନ୍ସ ଏବଂ ରାଧା ମାଜିଷ୍ଟ୍ରେଟ ଓ କୃଷ୍ନ ମୁଦାଲା ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ କମିଟି ସଭାପତି ଇନ୍ଦ୍ରଜିତ୍ ମହାଖୁଡ ଅଧକ୍ଷତା କରିଥିବା ବେଳେ ଆଲୋକ… Continue reading ଦୋଳ ଉତ୍ସବ ରେ ମଞ୍ଚସ୍ଥ ହେଲା “ରାଧା ମାଜିଷ୍ଟ୍ରେଟ କୃଷ୍ନ ମୁଦାଲା

ହୋଲିରେ ଅଘଟଣ: ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରରେ ଶନିବାର ହୋଲି ପର୍ବରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ସହର ନିକଟିସ୍ଥ ହାତୀ ନଦୀକୁ ଗାଧୋଇବାକୁ ଯାଇଥିବା ଜଣେ ଯୁବକ ପାଣିରେ ବୁଡି ମୃତ୍ୟୁ ବରଣ କରିଛନ୍ତି। ମୃତ ଯୁବକଙ୍କ ନାମ 22 ବର୍ଷୀୟ ପ୍ରତ୍ୟୁଷ ପାଢ଼ି ଓ ସେ ସହରର ବ୍ରାହ୍ମଣ ପଡାର ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟ, ହୋଲି ଖେଳି ସାରିବା ପରେ ପ୍ରତ୍ୟୁଷ ନିଜ କିଛି ସାଙ୍ଗଙ୍କ ସହ ହାତୀ ନଦୀକୁ ଗାଧୋଇବାକୁ… Continue reading ହୋଲିରେ ଅଘଟଣ: ରଙ୍ଗ ଖେଳି ଗାଧୋଇବା ବେଳେ ନଦୀରେ ବୁଡ଼ି ଯୁବକଙ୍କ ଜୀବନ ଗଲା

You cannot copy content of this page