ଜନକଲ୍ୟାଣ ସାମ୍ବାଦିକ ସଂଘ ତରଫରୁ ଗୋଲାମୁଣ୍ଡାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଅଧିକାରୀ ଙ୍କୁ  ସୌଜନ୍ୟ ମୂଳକ ସାକ୍ଷାତ

ଧର୍ମଗଡ,(ଜନ୍ମେଜୟ ନାଏକଙ୍କ ରିପୋର୍ଟ): ଗୋଲାମୁଣ୍ଡା ବ୍ଲକ ଜନକଲ୍ୟାଣ ସାମ୍ବାଦିକ ସଙ୍ଘ ସଭାପତି ଶ୍ରୀଯୁକ୍ତ ରାମ କୁମାର  ସେନାପତି ଙ୍କ ଅଧ୍ୟକ୍ଷତାରେ ନୃତନ ଥାନା ଅଧିକାରୀ ଭାବେ ଯୋଗଦାନ କରିଥିବା  ଜ୍ୟୋତି ପ୍ରକାଶ ତାଣ୍ଡି ଙ୍କୁ ସଂଘ ର ସମସ୍ତ ସାମ୍ୱାଦିକ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ। ସେ ଗୋଲାମୁଣ୍ଡା ଥାନା ଅଧୀନରେ ଥିବା ଜନ ସାଧାରଣଙ୍କ ମୌଳିକ ସୁବିଧା ଯୋଗାଇବା ସହିତ ଅନେକ ସମସ୍ୟା ଉପରେ ଦିଗ ଦର୍ଶନ କରିବା ପାଇଁ ଆଜି ଜନ କଲ୍ୟାଣ ସାମ୍ବାଦିକ… Continue reading ଜନକଲ୍ୟାଣ ସାମ୍ବାଦିକ ସଂଘ ତରଫରୁ ଗୋଲାମୁଣ୍ଡାରେ ନୂତନ ଭାବେ ଯୋଗ ଦେଇଥିବା ଥାନାଅଧିକାରୀ ଙ୍କୁ  ସୌଜନ୍ୟ ମୂଳକ ସାକ୍ଷାତ

ସାଧୁ ଚୈତନ୍ୟ ଦାସଙ୍କ ତ୍ୟାଗ ଭିକ୍ଷା ଗ୍ରହଣ ଉତ୍ସବ

ନୟାଗଡ଼/ଶରଣକୁଳ,୧୭.୩.୨୦୨୫: ନୟାଗଡ଼ ଜିଲ୍ଲା ଶରଣକୁଳ ଅନ୍ତର୍ଗତ କୁରୁମୁଣ୍ଡାଳୀ ନିକଟସ୍ଥ ଶିଖରପୁର ଗ୍ରାମରେ ମହିମା ଧର୍ମାବଲମ୍ବୀ ଭକ୍ତ ମଧୁସୂଦନ ସାହୁଙ୍କର କନିଷ୍ଠ ପୁତ୍ର ଚୈତନ୍ୟ ଦାସ ମହିମା ଧର୍ମରେ ଦିକ୍ଷିତ ହୋଇଛନ୍ତି । ମହିମା ସମାଜର ପୂଜ୍ୟ ବ୍ରହ୍ମ ଅବଧୂତ ବାବା ଈଶ୍ୱର ଚନ୍ଦ୍ରଙ୍କ ଗହଣରେ ସନ୍ନ୍ୟାସୀ ହୋଇ ଡୋର କୌପିନ ଗ୍ରହଣ କରି ଅପର ସନ୍ନ୍ୟାସୀ ହୋଇଛନ୍ତି । ମହିମା ଧର୍ମ ଅନୁସାରେ ସାଧୁତ୍ୱ ଗ୍ରହଣ କଲାପରେ ସର୍ବପ୍ରଥମେ ନିଜ ଘରୁ ସାଧୁ ତ୍ୟାଗ ଭିକ୍ଷା ଗ୍ରହଣ… Continue reading ସାଧୁ ଚୈତନ୍ୟ ଦାସଙ୍କ ତ୍ୟାଗ ଭିକ୍ଷା ଗ୍ରହଣ ଉତ୍ସବ

You cannot copy content of this page