ଭୁତିଆରବାହାଲ ଯୁବ କ୍ରୀଡା ଏବଂ ସାଂସ୍କୃତିକ ସଂଗଠନର ରୋପ୍ୟ ଜୟନ୍ତୀ

ବଲାଙ୍ଗିର: ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଯୁବ କ୍ରୀଡା ଏବଂ ସାଂସ୍କୃତିକ ସଂଗଠନର ପଚିଶ ବର୍ଷ ପୂର୍ତ୍ତି ଉପଲକ୍ଷେ ରୋପ୍ୟ ଜୟନ୍ତୀ ସମାରୋହ ପାଳିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ନାରାୟଣ ମିଶ୍ରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ବିଜେପି ନେତା ତଥା ସମାଜସେବୀ ଗୋପାଲଜୀ ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପ୍ରକୃତି ବନ୍ଧୁ ମୀନକେତନ ସାହୁ, ସୁଦାମ ବଢିଆ, ଗୌତମ ଭୋଇ, ଚିନ୍ତାମଣି ଚୌଧୁରୀ, ତ୍ରିଲୋଚନ ମଲ୍ଲିକ, ସୁରେନ୍ଦ୍ର ପଶାୟତ ପ୍ରମୁଖ ଯୋଗ… Continue reading ଭୁତିଆରବାହାଲ ଯୁବ କ୍ରୀଡା ଏବଂ ସାଂସ୍କୃତିକ ସଂଗଠନର ରୋପ୍ୟ ଜୟନ୍ତୀ

You cannot copy content of this page